ବତୁରା କିସମିସ ଖାଇଲେ କ’ଣ ଲାଭ ମିଳେ ?ଦେଖନ୍ତୁ …

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବତୁରା ଯାଇଥିବା କିସମିସ୍ ଖାଇବା ଦ୍ୱାରା ଭିଟାମିନ୍ ‘B’ ଓ ଭିଟାମିନ୍ ‘C’ ଭରପୁର ମାତ୍ରାରେ ମିଳିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ମଧ୍ୟ କରିଥାଏ। ଅନେକ ସଂକ୍ରମଣରୁ ଶରୀରକୁ ଦୂରେଇ ରଖିଥାଏ। ଏହା ସହିତ ଏଥିରେ ଫାଇବର ମଧ୍ୟ ମିଶି ରହିଛି। ଏହାକୁ ଖାଇବା ଦ୍ୱାରା ପୋଷ୍ଟ କାଟୀନ ଦୂର ହୋଇଥାଏ।

ଖାଦ୍ୟ ମଧ୍ୟ ହଜମ କରିବାରେ ଏହା ସହାୟତା କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟତା ହୋଇଥାଏ। ଚକ୍ଷୁ ପାଇଁ ମଧ୍ୟ ବେଶ ଉପକାରୀ। କିସମିସ୍ ଆଉ ଏହାର ପାଣି ଯକୃତ ପାଇଁ ବେଶ୍ ଉପକାରୀ। ଏହା ଯକୃତକୁ ସ୍ୱଚ୍ଛ ରଖିବା ସହ ଅଦରକାରୀ ପଦାର୍ଥ ବାହାର କରିଥାଏ। ରକ୍ତକୁ ପରିଷ୍କାର ମଧ୍ୟ କରିଥାଏ।

Khismis

ମହିଳାଙ୍କ ପାଇଁ କିସମିସ୍ ର ସେବନ ନିତ୍ୟାନ୍ତ ଆବଶ୍ୟକ। ୩୦ ବର୍ଷ ପରେ ମହିଳାମାନେ ନିୟମିତ କିସମିସ୍ ଖାଇବା ଉଚିତ୍। ଏଥିରେ ଥିବା ପୋଷକ ତତ୍ତ୍ୱ ମହିଳାକୁ ହାଲିଆ ଅନୁଭବ କରିବାକୁ ଦେଇନଥାଏ। ନୀରବ ମଧ୍ୟ ରଖିଥାଏ। ଅନ୍ୟ ପଟେ କିସମିସ୍ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

କିସମିସ୍ ରେ ପ୍ରାକୃତିକ ମିଠା ଥିବାରୁ ଏହାକୁ ଖାଇବା ପରେ ମିଠା ଜିନିଷ ଖାଇବାକୁ ଇଛା ହୋଇନଥାଏ। ବତରା ଯାଇଥିବା କିସମିସ୍ ଖାଇବା ଦ୍ୱାରା ରକ୍ତରେ ସଂକ୍ର ନିୟନ୍ତ୍ରଣ ରହିଥାଏ। କ୍ୟାଲରୀ ମଧ୍ୟ ରହିନଥାଏ। ଏଥିରେ ଫାଈବର ମଧ୍ୟ ମିଶି ରହିଛି। ଏହାକୁ ଖାଇବା ଦ୍ୱାରା ଶିଘ୍ର ଭୋକ ମଧ୍ୟ ଲାଗିନଥାଏ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *