ମାଆ କ୍ଷୀରରୁ ତିଆରି ହୋଇପାରିବ କରୋନା ପ୍ରତିଷେଧକ ।

ma

ବର୍ତ୍ତମାନ କରନା ଆକ୍ରାନ୍ତ ର ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗୁଛି । ବିଶ୍ବର ପ୍ରାୟ ୨୧୦ ଟି ଦେଶ ଏହି ମହାମାରୀ ରୋଗରେ ଆକ୍ରାନ୍ତ । ବିଶ୍ଵ ରେ ପ୍ରାୟ ସମୁଦାୟ କରନା ଆକ୍ରାନ୍ତ ରୋଗୀ ମାନଙ୍କ ସଂଖ୍ୟା ହେଉଛି ପ୍ରାୟ ୪୦ ଲକ୍ଷ । ଏହି ରୋଗ ରେ ଆକ୍ରାନ୍ତ ହୋଇ ମଧ୍ୟ ଅନେକ ଲୋକ , ଶିଶୁ ଏବଂ ବୃଦ୍ଧ ଲୋକ ମନେନ୍ ନିଜର ପ୍ରାଣ ହରାଇ ସାରିଲେଣି । ଏହି ମହାମାରୀ ରୁ କିପରି ରକ୍ଷା ପାଇଁ ହେବ ସେଥିପାଇଁ ଅନେକ ଦେଶ ଏହାର ତିକ ପ୍ରସ୍ତୁତି ଉପରେ ଗବେଷଣା ଜାରି ରଖିଛନ୍ତି । କିନ୍ତୁ ଏଯାଏଁ କୌଣସି ଏକ ଦେଶ ମଧ୍ୟ ଏହି ରୋଗର ଟୀକା ପ୍ରସ୍ତୁତ କରିବାରେ ସଫଳ ହୋଇନାହାନ୍ତି ।corona

ତଥାପି ଯାହା ହିସାବ କରି କୁହାଯାଉଛି କି ଏହି ରୋଗର ଟୀକା ଆସୁ ଆସୁ ୨୦୨୧ ହୋଇଯିବ ବୋଲି ଆଶା କରାଯାଉଛି । ଅନ୍ତର୍ଜାତୀୟ ଖବର ରୁ ଏହା ଦେଖାଯାଇଛି କି ଏକ ମହିଳା ତ୍ କ୍ଷୀର ରୁ ଅଣ୍ଟୀ ବଡି ବା ଏହି ରୋଗର ପ୍ରତିଷେଧକ ପ୍ରସ୍ତୁତ କରାଯାଇଛି । ଗବେଷଣା ରୁ ଏହା ଜଣ ପଡ଼ିଛି କି ଛୋଟ ପିଲା ମାନଙ୍କୁ ମାଆ କ୍ଷୀର ପିଆଇଲେ ସେମାନେ ଏହି କରନା ରୁ ଦୂରରୁ ରହିବେ । ସେଥିପାଇଁ ମା ମାନେ ନିଜର ଶିଶୁ ମାନଙ୍କୁ କରନା ରୁ ଦୂରେଇ ରଖିବା ପାଇଁ ନିଜ କ୍ଷୀର ପାନ କରାନ୍ତୁ । ମାଆ କ୍ଷୀର ଦ୍ଵାରା ଭୁତାଣୁ ସଂକ୍ରମଣ ହେବାର ସମ୍ଭାବନା ନାହିଁ ସେଥିପାଇଁ ମାଆ କ୍ଷୀର ରୁ ଏହି ରୋଗର ପ୍ରତିଷେଧକ ବା ଏହି ରୋଗ ପାଇଁ ଆଣ୍ଟୀ ବଡି ପ୍ରସ୍ତୁତ କରିହେବ ।

ଏହା ଆଗରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା କି କମ୍ ଏବଂ ଅଧିକ ବୟସ୍କ ବ୍ୟକ୍ତି ମାନେ ତଥା ଯେଉଁ ମାନଙ୍କର ରୋଗ ପ୍ରତିଷେଧକ ଶକ୍ତି କମ ରହିଛି ସେହି ମାନେ ହିଁ ପ୍ରାୟତଃ ଏହି ରୋଗରେ ଶିକାର ହେଉଛନ୍ତି । ଛୋଟ ପିଲା ମାନଙ୍କୁ ବିପଦ ନାହିଁ କିନ୍ତୁ ଆମେରିକା , ଇଟିଲି , ଫ୍ରାନ୍ସ , ସୁଇଜରଲ୍ୟାଣ୍ଡ ଏହିପରି କିଛି ଦେଶ ମାନଙ୍କ ରେ ଶିଶୁ ମାନଙ୍କ ଶରୀରରେ ଏହି ରୋଗ ର ପ୍ରତିଷେଧକ ଦେଖିବାକୁ ମିଳିଛି ।tika

ଏହି ରୋଗ ର ଲକ୍ଷଣ ହେଉଛି ଶରୀରରେ ଜ୍ବର ର ତାପମାତ୍ରା ରହିବ ସହିତ ନିମ୍ନ ରକ୍ତ ଚାପ,ନିଶ୍ବାସ ନେବାରେ ବି ମଧ୍ୟ ଅସୁବିଧା ଦେଖାଯିବା ପରି ଲକ୍ଷଣ ମନ ସାଧାରଣତଃ ୫ ବର୍ଷ ରୁ କମ ବୟସର ପିଲା ମାନଙ୍କ ଠାରେ ଦେଖିବାକୁ ମିଳିଥାଏ କିନ୍ତୁ ଭାରତରେ ୫ ବର୍ଷ ରୁ ଅଧିକ ବୟସର ପିଲା ମାନକ ଠାରେ ଏହି ଲକ୍ଷଣ ସବୁ ଦେଖିବାକୁ ମିଳିଛି । ତ ଆପଣ ମାନେ ଜାଣିଲେ କିପରି ମାଆ କ୍ଷୀର କରନା ରୋଗର ପ୍ରତିଷଧକ ପରି କାମ କରିଥାଏ ।

Leave a Reply

Your email address will not be published. Required fields are marked *