ଝିଅ ତୁମକୁ ସବୁବେଳେ ଏକ କଥା କହୁଛି ତ, ସେ ତୁମକୁ ମନେ ମନେ ଭଲ ପାଉଛି।

loves

ତ ପ୍ରଥମେ ଜାଣି ନବା କି ଝିଅ ଆପଣଙ୍କୁ ଭଲ ପାଉଛି କି ନାହିଁ ଝିଅ ପସନ୍ଦ କରୁଛି ବୋଲି ଆପଣ କେମିତି ଜାଣିବେ ଯଦି ଝିଅ ପସନ୍ଦ କରୁଥାଏ , ତ ସେ ପ୍ରଥମ ଆପଣଙ୍କ ସହ ଆଖି ମିଶେଇ ବାକୁ ଚେଷ୍ଟା କରିବ । ଆପଣଙ୍କ ସହ ଏକୁଟିଆ ରହିବାକୁ ଇଛା କରିବ । ଆଉ ଆପଣଙ୍କ ସହ କଥା ହେଲା ବେଳେ ନର୍ଭସ ଅନୁଭବ କରିବ ଆହୁରି ବି ଇଶାରା ,ବଡିର ଭାଷାରୁ ବି ଜାଣିପରିବ କି ସେ ଝିଅ ପସନ୍ଦ କରୁଛି । ବଢିର ଭାଷାରୁ କହିବା ମାନେ ଯଦି ସେ ତୁମ ସହ କଥା ହେଲା ବେଳେ କଥା କଥା ରେ ହସୁଛି ତା ଏହାର ମାନେ ବି ସେ ଆପଣଙ୍କୁ ମନେ ମନେ ଭଲ ପାଉଛି ।

gi

ଏହା ବି ହେଇପାରେ କି ସେ ଯଦି ଆପଣଙ୍କ ବିଷୟରେ ଅଧିକ ବିବରଣୀ କରୁଛି ମାନେ ଆପଣଙ୍କ ବିଷୟରେ , ଆପଣଙ୍କ ଘର ବିଷୟରେ ,ଆପଣଙ୍କ ସାଙ୍ଗ ମାନଙ୍କୁ ପଚାରୁଛି ତ ଏହା ବି ହେଇପାରେ କି ସେ ତୁମକୁ ପସନ୍ଦ କରୁଛି ଆଉ ମନେ ମନେ ପ୍ରେମ ବି କରୁଛି । ତାହେଲେ ଏବେ ଆପଣମାନେ ଝିଅ ପସନ୍ଦ କରୁଛି ନା ନାହିଁ ଜାଣିଗଲେଣି, ତ ଝିଅ ବା ପସନ୍ଦ କରୁଛି ତ କହୁନି କାହିଁକି ତ ଏହାର ଗୋଟିଏ ହିଁ ଉତ୍ତର ହେଇପାରେ କି ସେ କହିବାକୁ ଲାଜ କରୁଥିବ ।

ଝିଅମାନେ ପୁଅମାନଙ୍କ ଠାରୁ ଅଧିକ ଲାଜକୁଳୀ ହେଇଥାନ୍ତି ।  ଯାହା ତାଙ୍କୁ ଯେତେ ବି ଭଲ ଲାଗିଲେ ମଧ୍ୟ ସେମାନେ ସହଜରେ କିଛି ବି କୁହନ୍ତି ନାହିଁ । ତ ସେଥିପାଇଁ ଯଦି ଆପଣଙ୍କୁ ଲାଗୁଛି କି ଝିଅ ଭଲ, ଝିଅ ଆପଣଙ୍କୁ ପସନ୍ଦ କରୁଛି ତ ଗୋଟିଏ ନିରୋଳା ଜାଗାରେ ତାକୁ ପ୍ରପୋଜ କରିପାରିବେ ।

gir

ଯଦି ଝିଅ ଭଲ ଲାଗୁନି ତ ସେ ଅଲଗା କଥା। ଯଦି ଭଲ ଲାଗୁଛି ପସନ୍ଦ ବି କରୁଛି ତ ବେଶୀ ଡେରି ହବା ପୂର୍ବରୁ ପ୍ରପୋଜ ହିଁ କରିଦିଅନ୍ତୁ ।ଆଉ ଏମିତି ବି କେତେ ଜଣ ଙ୍କ ଅସୁବିଧାକି “ଝିଅ ଭଲ ପାଏ ବୋଲି ସମସ୍ତଙ୍କ ଆଗରେ କହୁଛି ମୋ ଆଗରେ କହୁନି । କଣ କରିବି ପ୍ରପୋଜ କରିବି ନା ନାହିଁ ” । ତ ଭାଇମାନେ ଶୁଣନ୍ତୁ , ଯଦି ଝିଅ ତାଙ୍କ ସାଙ୍ଗ ମାନଙ୍କ ଆଗରେ କହୁଛି ମାନେ ସେ ଆପଣଙ୍କୁ ବହୁତ ଭଲ ପାଉଛି । ଯଦି ସେ ମନଇଚ୍ଛା ସମସ୍ତଙ୍କୁ କହି ଚାଲିଛି କି ସେ ଭଲ ପାଉଛି ତ ଏ କଥା ରୁ ଭାବିନିଅନ୍ତୁ କି ସେ ଝିଅର କିଛି ଅଲଗା ମତଲବ ଅଛି ।

Leave a Reply

Your email address will not be published. Required fields are marked *