ଝିଅର ଏ ୩ଟି ଅଙ୍ଗକୁ ଛୁଇଁଲେ ତା’ ଭଲପାଇବା ତୁମ ପ୍ରତି ବହୁତ ବଢ଼ିଯିବ

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି କଥା ହେବା ଝିଅ ମାନଙ୍କ ତିନୋଟି ସମ୍ବେଦନ ଶୀଳ ଅଙ୍ଗ ବିଷୟ ରେ ଜାହାକୁ ଛୁଇଁଲେ ତାଙ୍କ ଭଲପାଇବା ବହୁତ ବଢିଯାଏ ଯଦି କେହି ଝିଅ କୁ ଆପଣ ମାନେ ଛୁଇଁବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କ ପର୍ଷ ଭଲ ଇନ୍ଟେନସନ୍ ରେ ହେବା ଦରକାର ଖରାପ ଇନ୍ଟେନସନ୍ ରେ ଛୁଇଁଲେ ସେହି ଝିଅ ନିଶ୍ଚିତ ଭାବେ ରାଗିବ । ତେଣୁ ଆପଣ ମାନେ ସେହି ଫର୍ମୁଲା କୁ ସବୁ ବେଳେ ଚିହ୍ନା ଝିଅ ଙ୍କ ସହିତ ଉପଯୋଗ କରନ୍ତୁ ଜାହାକୁ ଆପଣ ମାନେ ଆଗରୁ ଚିହ୍ନି ଥିବେ ଜାହା ସହିତ ଆପଣ ମାନେ କଥା ହୋଇ ଥିବେ ।

bhabi

ତେବେ ଆସନ୍ତୁ ଜାଣି ନେବା ଝିଅ ମାନଙ୍କ ତିନୋଟି ସମ୍ବେଦନ ଶୀଳ ଅଙ୍ଗ ବିଷୟ ରେ ପ୍ରଥମ ପୟେଣ୍ଟ ରେ ଆସୁଛି ଝିଅ ମାନଙ୍କର ଗାଲ , ଆପଣ ମାନଙ୍କୁ ଜାଣିବା ଦରକାର କେହି ଝିଅ ଯଦି ଆପଣଙ୍କର ଫ୍ରେଣ୍ଡ ଏବଂ ଆପଣ ଯଦି ତା ଗାଲ କୁ ହାଲ୍କା ସ୍ପର୍ଶ କରନ୍ତି ଏବଂ କୁହନ୍ତି ତୁମେ ବହୁତ ଇଣ୍ଟେଲିଜେନ୍ସ ତୁମେ ବହୁତ ସାହାସୀ ଏମିତି କହି ସ୍ପର୍ଶ କରିଲେ ସେ ଆପଣ ମାନଙ୍କ ସ୍ପର୍ଶ ରେ ଖୁସୀ ହେବ ଏମିତି ରେ ଆପଣଙ୍କୁ ସେ ଖରାପ ଭାବୁଛି କି ନାହିଁ ସଂଙ୍ଗେ ସଂଙ୍ଗେ ଜଣା ପଡିଯିବ ।

ସେହି ପରି ଦୁଇ ରେ ହେଲା ହାତ ଯଦି କେହି ଝିଅ ର ହାତ କୁ ଧରି ଆପଣ ମାନେ ଚାଲନ୍ତି ତେବେ ସେହି ଝିଅ ମନ ରେ ଆସେ କି ଆପଣ ମାନେ ତାକୁ କେୟାର କରନ୍ତି ବୋଲି ତା ପ୍ରତି ଆପଣ ମାନଙ୍କ ମନ ରେ ବହୁତ ଭଲ ପାଇବା ରହିଛି ପବ୍ଲିକ୍ ପ୍ଲେସ୍ ରେ ଆପଣ ତା ହାତ ଧରି ଚାଲିବେ ତେବେ ତାଙ୍କୁ ବହୁତ ଭଲ ଲାଗିବ । ହେଲେ ଆପଣଙ୍କୁ ଧିରେ ଧରିବା ପାଇଁ ପଡିବ ମନ ରେ ଖରାପ ଧାରଣା ଦୂରେଇ ଦେବାକୁ ପଡିବ ।

wayk

ଯଦି ଆପଣ ମାନେ ଖରାପ ଅର୍ଥ ରେ ଧରିବେ ତେବେ ଝିଅ ଜାଣି ପାରିବ ଏବଂ କଥା ଖରାପ ଅର୍ଥ କୁ ଯିବ ତେବେ ସେହି ପରି ତିନି ରେ ହେଲା ବାଳ ଯଦି ଆପଣ ମାନେ ଝିଅ ର ବାଳ କୁ ଧିରେ କରି ଛୁଇଁବେ ତେବେବି ସେ ନିଜର ଭଲ ପାଇବା କୁ ଆପଣଙ୍କ ପ୍ରତି ଶହେ ଗୁଣ ବଢେଇ ଦେଇ ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *