ଆଜିର ସୁନା ରେଟ । ବାପରେ ଏତେ ଶସ୍ତା ହୋଇଗଲା ଆଜି ରେଟ । ନିଶ୍ଚୟ ଜାଣନ୍ତୁ

gg

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିବି ଆପଣ ମାନଙ୍କ ପାଇଁ ଖୁସୀ ଖବର କାହିଁକି ନା କାହିଁକି ନା ଉଭୟ ସୁନା ଏବଂ ରୂପା ଦର ରେ ବହୁତ ପରିମାଣ ରେ ସସ୍ତା ଦେଖିବା ପାଇଁ ମିଳିଛି ,

ତେବେ ଆମ ରାଜଧାନୀ ଭୁବନେଶ୍ୱର ରେ 22 କେରେଟ୍ ଏବଂ 24 କେରେଟ୍ ସୁନା ଉପରେ କେତେ ଟଙ୍କା ରହିଛି ସସ୍ତା ଜାହା ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜାଣି ରଖିବା ଉଚିତ୍ , କାରଣ ଆପଣ ମାନେ କିଣିବା ପାଇଁ ଗଲେ ସେତେ ଟଙ୍କା ଦେଇ କିଣି ପାରିବେ , ତେବେ ଆମେ ମାନେ ସଂମ୍ପର୍ଣ୍ଣ ଆପଡେଟ୍ ନେବା ବାସ୍ ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୨୦ ଟଙ୍କା ବୃଦ୍ଧି ପାଇ ୪୬,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୦ ଟଙ୍କା ବୃଦ୍ଧି ପାଇ ୪୭,୧୫୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୧୦୦ ଟଙ୍କା ଓ ୪୮,୧୦୦ ଟଙ୍କା ହୋଇଛି।

gold

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୧୫୦ ଟଙ୍କା ଓ ୪୭,୧୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୨୫୦ ଟଙ୍କା ଓ ୫୦,୩୦୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୪୯୦ ଟଙ୍କା ଥିବା ରେକର୍ଡ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୬୬୦ ଟଙ୍କା ଓ ୪୯,୨୧୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଆଜି ରୂପା କିଲୋଗ୍ରାମ ପ୍ରତି ୪୦୦ ଟଙ୍କା କମି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *