ସାଉଥ ହିରୋଇନ ରଶ୍ମିକା ମଦନାନଙ୍କ ଶଶୁରଘର ଏତେ ଧନୀ – ଘର ଦେଖିଲେ ଚମକି ଯିବେ ।

Rashmika Madanan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସାଉଥ ଇଣ୍ଡଷ୍ଟ୍ରୀ ର ଫେମସ୍ ହୋଇ ଥିବା ରସ୍ମିକା ମନ୍ଦାନା ଙ୍କୁ ଆଜିର ଦିନ ରେ କିଏ ବାହା ନ ହେବା ପାଇଁ ଚାହେଁ ତେବେ ସେ ଟେଲେଣ୍ଟେଡ୍ ସହିତ ବହୁତ ସୁନ୍ଦର ବି ଅଟନ୍ତି ସେହିଥି ପାଇଁ ଆଜିର ଦିନ ରେ ଲୋକ ମାନେ ତାଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ ବର୍ତମାନ ସମୟ ରେ ସେ ବହୁତ ଭଲ ସକ୍ସ ଙ୍କୁ ନିଜର ଜୀବନ ସାଥି ଭାବେ ବାଛି ଥିବା ବେଳେ ତାଙ୍କୁ ଆଗାମୀ ଦିନ ରେ ବିବାହ କରିବା ପାଇଁ ଜାଉଛନ୍ତି ।

Rashmika Madanan

ତେବେ ଆମେ ଆଜି ଆପଣ ମାନଙ୍କୁ ତାଙ୍କର ହେବାକୁ ଥିବା ପତି ଏବଂ ଶାଶୁ ଘର ବିଷୟ ରେ କହିବୁ , ସାଉଥ ଇଣ୍ଡଷ୍ଟ୍ରୀ ର ଫେମସ୍ ହୋଇ ଥିବା ରସ୍ମିକା ମନ୍ଦାନା ଏହି ଦିନ ରେ ବିବାହ କରିବା ପାଇଁ ଜାଉଛନ୍ତି ସେ ବି ବହୁତ ବରିଷ୍ଟ ବ୍ୟକ୍ତି ଜାହାଙ୍କ ନାମ ହେଲା ବିଜୟ ଦେବଗୋରକୁଣ୍ଡା ଅଟେ । ଜାହାଙ୍କ ସହିତ ସେ 2 ବର୍ଷ ରୁ ରିଲେସନ ରେ ରହିଛନ୍ତି ଜାହାଙ୍କ ସହିତ ତାଙ୍କର ରିଲେସନ ଆରମ୍ଭ ହୋଇ ଥିଲା ଗୀତା ଗୋବିନ୍ଦମ୍ ଫିଲ୍ମ ସେଟ୍ ରୁ ।

ଏବଂ ଯେଉଁ ଠାରେ ସେମାନଙ୍କୁ ସାଥି ରେ କାମ କରୁ କରୁ ପ୍ରେମ ହେଲା ସେମିତି ରେ ତାଙ୍କର ଶାଶୁ ଘର ବିଷୟ ରେ କହିବା ତେବେ ହାଇଦ୍ରାବାଦ ଠାରେ ବିଜୟ ନିଜର ଏକ ବହୁତ ବଡ ଘର କିଣି ଥିବା ବେଳେ ଜାହା ଜଣା ଯାଏ ବଡ ବଡ ସିଲିଙ୍ଗ୍ ଏବଂ ଘର ର ସୁନ୍ଦର ଡିଜାଇନ୍ ପାଇଁ ପରିଚିତ ଅଟେ ସେହି ପରି ବେଳେ ମିଳି ଥିବା ସୂଚନା ଅନୁସାରେ ବିଜୟ ଙ୍କର ଏକ ଫାର୍ମ ହାଉସ୍ ଜାହା 7 କୋଟି ଟଙ୍କାର ରହିଛି ଏବଂ ପରିବାର ଲୋକ ମାନେ ବି ବହୁତ ଧନୀ ଅଟନ୍ତି ।

Rashmika

ସେହି ପରି ବିଜୟ ଙ୍କର ନିଜ ଘର ର ଦାମ୍ ଅଟେ 15 କୋଟି ରୁ ଉର୍ଦ୍ଧ ଅଟେ ତେବେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରୀ ର ଫେମସ୍ ହୋଇ ଥିବା ରସ୍ମିକା ମନ୍ଦାନା ଙ୍କ ଶାଶୁ ଘର କେମିତି ଲାଗିଲା ନିଶ୍ଚିତ କମେଣ୍ଟ କରିବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *