ବଲିଉଡ ହିରୋ , ଯେଉଁମାନେ ନିଜ ସାଳି ସହ ବି କରିଛନ୍ତି ରୋମାନ୍ସ ।

hero

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ରେ ଆପଣ ମାନେ ନିଶ୍ଚିତ ଭାବେ ବହୁତ ସୁପର ହିଟ୍ ଯୋଡି ଗୁଡିକୁ ଦେଖି ଥିବେ , କିଛି ଯୋଡି ମାନଙ୍କୁ ଦର୍ଶକ ମାନଙ୍କୁ ବହୁତ ପ୍ରେମ ମିଳିଲା ଏବଂ ଏହି ଥିରେ ସବୁଠୁ ଅଧିକ ଯେଉଁ ନାମ କୁ ବ୍ୟବହାର ହୋଇ ଥାଏ ସେମାନେ ହେଲେ ରାଜକୋପୁର ଏବଂ ନରଗିସ୍ , ହେଲେ ଏହା ସହିତ ଅମିତାବ୍ ରେଖା ଏବଂ ସାରୁଖ୍ ଏବଂ କଜଲ ଯାଏ ଏବଂ ପରେ ପରେ ଏମିତି ବହୁତ ଅଭିନେତା ଏବଂ ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁ ମାନେ କୈଣସି ସଂମ୍ପର୍କ ରେ ନିଶ୍ଚିତ ଭାବେ ବାନ୍ଧି ହୋଇ ଜାଇଛନ୍ତି ।

ସେମିତି ରେ ଆମେ ଆଜି ଆପଣ ମାନଙ୍କ ପାଖରେ ସେମମିତି କିଛି ଯୋଡି ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ମାନଙ୍କୁ ସବୁ ସମୟରେ କୋପୁଲ ରୂପେ ବହୁତ ପସନ୍ଦ କରା ଜାଇ ଥିଲା,

Saif Ali Khan

ତେବେ ଏହି ଲିଷ୍ଟ ରେ ପ୍ରଥମେ ସୈଫ୍ ଅଲ୍ଲୀ ଖାନ୍ ଏବଂ କରିସ୍ମା କୋପୁର ଙ୍କର କୋରିନା କୋପୁର ଙ୍କ ବିବାହ କରିବା ପୂର୍ବ ସୈଫ୍ ଅଲ୍ଲୀ ଖାନ୍ ଏବଂ କରିସ୍ମା ଙ୍କ ଅନ ସ୍କ୍ରୀନ୍ ଯୋଡି କୁ ବହୁତ ପରିମାଣ ରେ ପସନ୍ଦ କରା ଜାଉ ଥିଲା । ସେମିତି ରେ ସହେି ସବୁ ବେଳେ କରିସ୍ମା ଙ୍କ ସହିତ ରୋମାନ୍ସ କରୁ ଥିବା ଏହି ଅଭିନେତା 13 ବର୍ଷ ପରେ କରିସ୍ମା ଙ୍କ ଭଉଣୀ କୋରିନା କୋପୁର ଙ୍କୁ ଙ୍କୁ ବିବାହ କରି ଥିଲେ ,

ସେହି ପରି ଦୁଇ ରେ ଆମେ ଯଦି କହିବା ତେବେ ଉଦୟ ଚୋପ୍ରା ଏବଂ ରାନୀ ମୂଖାର୍ଜି , ଫିଲ୍ମ ମୁଝସେ ଦୋସ୍ତି କରୋଗୀ ରେ ରାନୀ ଙ୍କୁ ସେ ଭଲ ପାଉ ଥିବା ବେଳେ ପରେ ହ୍ରୀତିକ୍ ଙ୍କ ସହିତ ବିବାହ ହୋଇ ଜାଉଛି ହେଲେ ରିଏଲ ଲାଇଫ୍ ରେ ଦେଖିବା ପାଇଁ ଗଲେ ବର୍ତମାନ ସମୟ ରେ ରାନୀ ମୂଖାର୍ଜି ଉଦୟ ଙ୍କ ଭଉଜ ହେବେ ,

Ajay Devgn

ସେହି ପରି ବନ୍ଧୁଗଣ ରାନୀ ଏବଂ ଅଜୟ ଦେବଗନ ଙ୍କ କଥା କହିବା ତେବେ ଅନ ସ୍କ୍ରୀନ୍ ରେ ଏମାନଙ୍କ ଯୋଡି ଙ୍କୁ ବହୁତ ପରିମାଣ ରେ ପସନ୍ଦ କରା ଜାଉ ଥିବା ବେଳେ ବର୍ତମାନ ସମୟରେ ଏମାନେ ଭେଣେଇ ଏବଂ ଶାଳୀ ର ସଂମ୍ପର୍କ ରେ ବନ୍ଧା ହୋଇଛନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *