ଜୁଆଣି ଗଛ ଖୁବ୍ ଉପକାରୀ ହୋଇଥାଏ କାହିଁକି ନା ଏହା କେବ ରୋଷେଇ କାର୍ଯ୍ୟ ନୁହେଁ ଏହା ମଧ୍ୟ୍ୟ ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ଏହାକୁ ବୁ ଏହାର କରିବ ଦ୍ଵାରା ଖାଦ୍ୟର ସ୍ଵାଦ ଦ୍ଵିଗୁଣିତ ହୋଇଥାଏ । କୁହାଯାଇଥାଏ କି ଯଦି ଆପଣ ନିଜ ଘର ବାଡ଼ିରେ। ଏକାଧିକ ଜୁଆଣି ଗଛ ଲଗାଇ ଥାନ୍ତି ତାହେଲେ ଏହା ଆପଣଙ୍କ ଏନେକ କାମରେ ଆସିଥାଏ । ଜୁଆଣି ଗଛ ରୋଷେଇ କାର୍ଯ୍ୟରେ ଲାଗି ଥାଏ ଏବଂ ଏହା ସହିତ ଏହାର ମଧ୍ୟ ବହୁତ୍ ପ୍ରକାରର ଔଷଧୀୟ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଜୁଆଣି ଗଛର କଣ କଣ ଔଷଧୀୟ ଗୁଣ ସବୁ ରହିଛି ।
ଯଦି ଆପଣଙ୍କୁ ଥଣ୍ଡା କିମ୍ବା କାଶ ହେଉଛି ତାହେଲେ ଆପଣ ଜୁଆଣି ଗଛର କିଛି ପତ୍ରକୁ ନେଇ ପାଣିରେ ଗରମ କରନ୍ତୁ ଏଵଂ ଯେତେବେଳେ ତାହା ଥଣ୍ଡା ହୋଇଯିବ ସେତେବେଳେ ଆପଣ ତାହାକୁ ସେବନ କରନ୍ତୁ । ଯଦି ଆପଣ ଏହିପରି ଥରେ ଦୁଇ ଥର କରି ସେବନ କରିବେ ତାହାଲେ ଆପଣଙ୍କ ଥଣ୍ଡା ଏବଂ କାଶ ଦୂର ହୋଇଯିବ । ପକୁଡ଼ି ଆପଣ ଯେତେବେଳେ ପ୍ରସ୍ତୁତ କରିବେ ସେହିଥିରେ ଆପଣ କିଛି ଜୁଆଣି ପତ୍ର ପକାଇ ଦିଅନ୍ତୁ ଯାହା ଫଳରେ ସେହି ପକୁଡ଼ି କୁ ଖାଇବା ଦ୍ବାରା ଆପଣଙ୍କର ଗ୍ୟାସ ସମସ୍ୟା ଦେଖା ଦେବ ନାହିଁ ।
ଦହି ରେ କିଛି ଜୁଆଣି ପେଷ୍ଟ ପକାଇ ଚଟଣୀ ପ୍ରସ୍ତୁତି କରାଯାଇ ପାରିବ ଏହା ତାହାର ବାସ୍ନା କୁ ଦୁଇଗୁଣ କରିଥାଏ । ଏହା ସହିତ ଆପଣ ଅଧା ସହିତ ଭଲ ଜୁଆଣି ପତ୍ର କୁ ଛେଚି ମିଶାଇ ଏକ ଚଟଣୀ ପ୍ରସ୍ତୁତ କରି ପାରିବେ । ଗ୍ରୀନ ଜୁସ୍ ପ୍ରସ୍ତୁତ କରିବା ପରେ ଆପଣ ଏହି ଜୁଆଣି ପତ୍ର କୁ କୌଣସି ଫଳ ସହିତ ମିଶାଇ ଦୈନଦିନ ଜୀବନରେ ବ୍ୟବହାର କରି ପାରିବେ । ଜୁଆଣି ଗଛର ଏତେ ସବୁ ଫାଇଦା ହୋଇଥାଏ ଯଦି ଆମେ ଏକ ଜୁଆଣି ଗଛ ଲଗାଇ ଥାଉ ତାହେଲେ । ଯଦି ଆପଣ ଏହିପରି ଥରେ ଦୁଇ ଥର କରି ସେବନ କରିବେ ତାହାଲେ ଆପଣଙ୍କ ଥଣ୍ଡା ଏବଂ କାଶ ଦୂର ହୋଇଯିବ । ଏଥିପାଇଁ ଆପଣ ନିଜର ଦୈନଦିନ ଜୀବନରେ ଜୁଆଣି ର ବ୍ୟବହାର କରି ଆପଣ ବେଶ୍ ପ୍ରଭାବିତ ହୋଇପାରିବେ ।