କଲେଜ ଝିଅ କୁ କେମିତି ନିଜ ପ୍ରେମରେ ପକେଇବେ ? ଆପଣାନ୍ତୁ ଏହି ସହଜ ଉପାୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଯେଉଁ ମାନଙ୍କ ପାଖରେ ଝିଅ ର ନମ୍ବର ରହି ବି ସେମାନେ ଝିଅ ପଟେଇ ପାରୁ ନାହାଁନ୍ତି ଯେମିତି କି ବର୍ତମାନ ସମୟ ରେ ଅନ ଲାଇନ୍ କ୍ଲାସ୍ ହେଉଛି ସେହିଥି ପାଇଁ ଆପଣ ମାନଙ୍କ ପାଖରେ ସବୁ ଝିଅ ଏବଂ ପୁଅ ମାନଙ୍କ ନମ୍ବର ରହି ଥିବ । ଯଦି ଜାଣି ନାହିଁ କେଉଁଠି ଅଛି ତେବେ କହି ରଖୁଛୁ କି ତୁମେ ମାନେ ମିଶି ଯେଉଁ ୱାଟସପ୍ ଗୃପ କରି ଥିବ ସେହି ଠାରେ ସମସ୍ତ ଙ୍କ ନମ୍ବର ରହି ଥିବ ।

girl

ତେବେ ଏବେ ନମ୍ବର ମିଳି ଗଲା ଏବେ ତୁମେ ସେହି ଝିଅ କୁ କେମିତି ପଟେଇବ ଏବଂ କେମିତି କଥା ହେବ ସେହି ଟପିକ୍ ଉପରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ । ତେବେ ପଚେଇବା ପୂର୍ବରୁ ଆପଣ ମାନେ ସେହି ନମ୍ବର ରେ ଥିବା ଝିଅ ର ମୋବାଇଲ ଅସଲ ରେ କାହାର ଜାଣି ରଖନ୍ତୁ ଏବଂ ଦୁଇ ରେ ସେହି ପୁଅ ର ଅନ୍ୟ କୈଣସି ପୁଅ ସହିତ ଚକ୍କର ନ ଥିବ , ସେମିତି ବେଳେ ଆପଣ ମାନଙ୍କୁ କଣ କରିବା ପାଇଁ ପଡିବ ନା ଆପଣ ମାନେ ସେହି ନମ୍ବର ରେ ଆପଣ ମାନଙ୍କ ପାଠ ପଢା ନୋର୍ଟ ବା ଅନ୍ୟ କୈଣସି ପ୍ରଶ୍ନ ପଠେଇ ଦେବ ଏବଂ ପରେ ଦେଖ ସେ ପଚାରୁଛି କି ଯଦି ପଚାରୁ ନାହିଁ ତେବେ ତୁମେ କୁହ ଭୁଲରେ ସେୟାର ହୋଇ ଗଲା ।

ଏବଂ ପରେ ତୁମେ କିଛି ନ କହି ଫୋନ ରେ ଆଉ ତା ସହିତ ସେମିତି କୈଣସି ବି ଚାର୍ଟ କରନ୍ତୁ ନାହିଁ । ଏବଂ ପରେ କଣ କରିବେ ନା କିଛି ଦିନ ପରେ କୈଣସି ଇଭେଣ୍ଟ ବା ଫେଷ୍ଟିଭାଲ ରେ ହେଉ ସେମିତି ତୁମେ ବି ତାଙ୍କୁ ନିଜର ସାଙ୍ଗ ଙ୍କୁ ଉଇସ୍ କରିବା ପରି ଉଇସ୍ କରିବ । ଏବଂ ପରେ ଦେଖିବ ସେ ନିଶ୍ଚିତ ଭାବେ ଆପଣଙ୍କୁ ରିପ୍ଲାୟ କରିବ ଏବଂ ପରେ ଏତେ ସବୁ ହୋଇ ଗଲା ପରେ ଦେଖିବ ସେ ନିଶ୍ଚିତ ଭାବେ ତୁମ ନମ୍ବର କୁ ସେଭ୍ କରିବ ,

girls

ଏବଂ ପରେ ଆପଣ ମାନେ କେବେ କେବେ ଲାଇଫ୍ ଉପରେ ଏବଂ ଲଭ୍ ଷ୍ଟାଟସ୍ ବି କେବେ ରଖନ୍ତୁ ତେବେ ଆପଣ ମାନେ କେବେ କେବେ ପାଠ ପଢା ବାହାନା ରେ ତା ସହିତ କଥା ବି ହୋଇ ପାରିବ । ଏବଂ ପରେ ଯେତେ ବେଳେ ସେ ତୁମର ଭଲ ସାଙ୍ଗ ହୋଇ ଯିବ ତେବେ ତୁମେ ଚାହିଁଲେ ନିଶ୍ଚିତ ଭାବେ ପ୍ରୋପଜ୍ ବି କରି ପାରିବ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *