ନେହାଙ୍କ ବାହାଘର ପରେ , ଆଦିତ୍ୟ କରିଦେଲେ ନେହାଙ୍କ ବିଷୟରେ ବଡ ଖୁଲାସା ।

neha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନେହା କର୍କର ଏବଂ ରୋହନ ପ୍ରୀତ୍ ଙ୍କ ବିବାହ ଏହି ଦିନ ରେ ହୋଇ ସାରିଛି ଏବଂ ସେମାନେ ଆଇନ୍ ଅନୁସାରେ ପତି ପତ୍ନୀ ହୋଇ ସାରିଛନ୍ତି , ସେମିତି ରେ ଆପଣ ମାନେ ଏହି ଦୁହିଁଙ୍କର ବିବାହ ର ଫୋଟ ସବୁ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଦେଖିବା ପାଇଁ ପାଇ ସାରି ଥି୍ବେ ,

rohan

ସେମିତି ରେ ବନ୍ଧୁଗଣ ଏହି ଦିନ ରେ ଏମାନଙ୍କ ବିବାହ କୁ ନେଇ ଆଦିତ୍ୟ ନାରାୟଣ ଙ୍କ ରାୟ ଆସିଛି , ଏବଂ ଆଦିତ୍ୟ ଏମିତି କିଛି କହି ଦେଇଛନ୍ତି ଜାହା ନେହା କର୍କର ଙ୍କୁ କଣ୍ଟା ପରି ଲାଗି ପାରେ । ଏମିତି ରେ ଆଦିତ୍ୟ ନାରାୟଣ ଏମିତି କଥା କଣ ପାଇଁ କହିଲେ ଏବଂ ଏହା ପଛରେ କଣ କାରଣ ରହିଛି ସେହି ବିଷୟ ରେ ଆସନ୍ତୁ ଜାଣି ନେବା ସେମିତି ରେ ଏହି ଦିନ ରେ ଖବର ରହି ଥିଲା କି ଆଦିତ୍ୟ ଏବଂ ନେହା ନିଜ ନିଜକୁ ଡେଟ୍ କରୁ ଥିଲେ ବୋଲି ଏବଂ ଏମାନେ ବହୁତ ଜଲ୍ଦି ବିବାହ ମଧ୍ୟ କରିବା ପାଇଁ ଯାଉଛନ୍ତି ,

ହେଲେ ଏହାକୁ ନେଇ ନେହା କହି ଥିଲେ ଏହା ସୋ ର ଗୋଟିଏ ପାର୍ଟ ଥିଲା ଆମକୁ ଏଠାରେ ଏମିତି କରିବା ପାଇଁ କୁହା ଜାଇ ଥିଲା। ଏବଂ ପରେ ନେହା ଙ୍କ ବିବାହ ବିଷୟ ରେ କୁହା ଜାଉ ଥିଲା ତେବେ ବି ଲାଗିଲା କି ଏହା ବି ଗୋଟିଏ ପବବ୍ଲିକ୍ ଷ୍ଟଣ୍ଟ ଅଟେ ହେଲେ ଏଠାରେ କୈଣସି ପବ୍ଲିକ୍ ଷ୍ଟଣ୍ଟ ନୁହେଁ ବରଂ ନେହା ଙ୍କ ବିବାହ ଏହି ଦିନ ରେ ହୋଇ ସାରିଛି ତେବେ ଏଠାରେ ସବୁଠୁ ଆଶ୍ଚର୍ଯ୍ୟ କଥା କି ନେହା କର୍କର ଙ୍କ ଠାରୁ ରୋହନ୍ ପ୍ରୀତ୍ ସଂମ୍ପର୍ଣ୍ଣ 7 ବର୍ଷ ର ଛୋଟ ଅଟନ୍ତି ,

neha

ମାନେ ଆପଣ ମାନେ ଜାଣି ଥିବେ ଏଠାରେ ରୋହନ୍ ପ୍ରୀତ୍ ଏହି ଦିନ ରେ ନିଜ ଠାରୁ 7 ବର୍ଷ ର ବଡ ଝିଅ ଙ୍କୁ ବିବାହ କରିଛନ୍ତି ଏବଂ ଏହା ବହୁତ ଇଣ୍ଟ୍ରେଷ୍ଟିଂ କଥା ଅଟେ , ସେମିତି ରେ ଆଦିତ୍ୟ ବି ଏହାକୁ ନେଇ ସୋକ୍ ରେ ରହିଛନ୍ତି ବୋଲି ସେ ଏହି ଦିନ ରେ ସୋସିଆଲ ମିଡିଆ ରେ କହିଛନ୍ତି ଏହି କଥା ତାଙ୍କପର ବିଶ୍ୱାସ ହେଉ ନାହିଁ ବୋଲି ସେ କହିଛନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *