GFS ଦେଲେ ବଡ ସୂଚନା,ସାରା ରାଜ୍ୟରେ ଜୋରଦାର ପବନ ବାତ୍ୟା ବର୍ଷା ଆରମ୍ଭ,ଏହି ଜିଲ୍ଲାରେ ବାତ୍ୟାର କରାଳ ରୂପ ହେବ ସୂଚନା ଦେଲେ ପାଣିପାଗ ବିଭାଗ ଦେଖନ୍ତୁ Video ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦାନା ବାନ୍ଧୁଛି ଲଘୁଚାପ।ଏହା ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ହେବାକୁ ଯାଉଅଛି।ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି 6 ତାରିଖ ବେଳକୁ ଅବପାତର ରୂପ ନେବ।ଯଦି ବାତ୍ୟା ହେବ ତ ଗତିପଥ କଣ ହେବ। ଏହା 6 ତାରିଖରେ ସ୍ପଷ୍ଟ ହେବ। ଆଜି ସକାଳେ ଏକ ଘୂର୍ଣ୍ଣିବଳୟ ସେଣ୍ଟର ସୃଷ୍ଟି ହୋଇଛି। ଏହା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ। ଏହା ଯୋଗୁଁ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି।

ଏହାପରେ ଏହି ଲଘୁଚାପଟି ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଓ 8 ତାରିଖ ସକାଳ ସୁଦ୍ଧା ଗୋଟିଏ ଅବପାତରେ ପରିଣତ ହୋଇପାରେ। ଆମେ ଏପର୍ଯ୍ୟନ୍ତ ପୂର୍ବାନୁମାନ କରିନାହୁ ଯେ ଏହା କେଉଁ ଉପକୂଳକୁ ଯିବ କେତେ ତୀବ୍ରତା ରହିବ ଏବଂ କେଉଁ ସମୟରେ ଏହା ଉପକୂଳ ନିକଟରେ ପହଞ୍ଚିବ। ଯେତେବେଳେ ଏହା ଏକ ଲୋ ପ୍ରେସରରେ ପରିଣତ ହେବ ସେତେବେଳେ ସଂମ୍ପୂର୍ଣ୍ଣ ଗତିପଥ ଏବଂ ଏହାର ତୀବ୍ରତା ବିଷୟରେ ଜଣା ପଡିବ ।

rain

ଯେହେତୁ ଏବେ ବାତ୍ୟା ଋତୁ ଚାଲିଛି ବର୍ତ୍ତମାନ ଏହି ବାତ୍ୟାର କ୍ଷେତ୍ର ଉପରେ ଆମେ ନଜର ରଖିଛୁ ପ୍ରତି ମୁହୂର୍ତ୍ତରେ ଯେଉଁ ତଥ୍ୟ ମିଳୁଛି ତାହାକୁ ମଧ୍ୟ ବିଶ୍ଳେଷଣ କରାଯାଉଛି। ସେହିପରି ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀଙ୍କ ମତରେ 6 ତାରିଖରେ ସୃଷ୍ଟି ହେବ ଲଘୁଚାପ। ସପ୍ତାହ ଶେଷ ଆଡକୁ କିମ୍ବା ଆସନ୍ତା ସପ୍ତାହ ଶେଷ ସୁଦ୍ଧା ଏହା ଅବପାତ ରୂପ ନେଇପାରେ।ଆନ୍ଧ୍ର ଉପକୂଳରୁ ଆରମ୍ଭ କରି ପଶ୍ଚିମବଙ୍ଗ ଓ ବାଂଲା ଉପକୂଳ ଯାଏ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ତେବେ 13 ରେ ସମ୍ଭାବ୍ୟ ବାତ୍ୟା ଦିଘାରୁ ହଳଦିଆ ଦେଇ ଅତିକ୍ରମ କରିପାରେ। ସେହିପରି ଜିଏଫଏସ୍ ମଡେ଼ଲର ଅନୁସାରେ ମେ 13 ରେ ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିପାରେ ସମ୍ଭାବ୍ୟ ବାତ୍ୟା। 7 ରୁ 8 ତାରିଖ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । 8 ତାରିଖ ବେଳକୁ ଧୀରେ ଧୀରେ ଏହି ଲଘୁଚାପ କ୍ଷେତ୍ର ବାମକୁ ବୁଲିବାକୁ ଚେଷ୍ଟା କରୁଚି ମାନେ ନର୍ଥ ୱେଷ୍ଟ ଦିଗରେ।

ଏଥିପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଆସି ଯାଉଚି। ସେଇ ଜାଗାରେ ଜଣା ପଡିବ ସେ କେତେ ବଡ଼ ବାତ୍ୟା ହେଉଛି।ଆପଣ ଯଦି ଆଜିକା ୱିଣ୍ଡି ମଡେଲ ଦେଖିବେ ତେବେ କାଲି ଅପେକ୍ଷା ଟିକେ ବଡହୋଇଛି ।ଆଉ ସିଏ ଓଡ଼ିଶାକୁ ଛାଡି ୱେଷ୍ଟବେଙ୍ଗଲ ଆଡେ ଗତି କରୁଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *