ମାଡି ଆସୁଛି ବାତ୍ୟା ଏହି ଜିଲ୍ଲାକୁ ଭୟଙ୍କର ବର୍ଷା ହେବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ ଲୋକଙ୍କୁ ମିଳିବ ତ୍ରାହି ମାଡିଆସୁଛି ଆଉ ଏକ ଲଘୁଚାପ ଆଜି ରାତିରୁ ହେବ ବର୍ଷା ସମ୍ଭାବନା ଏହି ନେଇ ପାଣିପାଗ ବିଭାଗ ପକ୍ଷ ରୁ ନୂଆ ରିପୋର୍ଟ ଜାରି ହୋଇଛି । ଆସୁଥିବା ଲଘୁଚାପ ର ପ୍ରଭାବ କଣ ରହିବ କେଉଁ ଜିଲ୍ଲା ମାନଙ୍କୁ ରହିବ ଆସନ୍ତୁ ସଂମ୍ପର୍ଣ୍ଣ ଖବର ନଜର ପକେଇବା ।

ତାତି ରୁ ମିଳିବ ନିସ୍ତାର ଦାନା ବାନ୍ଧୁଛି ଏକ ଲଘୁଚାପ ଦକ୍ଷିଣ ଆଣ୍ଡାମାନ ସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭବନା ରହିଛି । 4 ତାରିଖ ରାତି କିମ୍ଭା 5 ତାରିଖ ସୁଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ର ବରିଷ୍ଟ ବୈଜ୍ଞ୍ୟାନିକ ଆର କେ ଜେନା ମଣି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷ ରେ ଓଡିଶା ତଥା ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରଭାବ ନେଇ ବୈଜ୍ଞ୍ୟାନିକ ଆର କେ ଜେନା ମଣି କହିଛନ୍ତି ।

Heavy rain

ପଶ୍ଚିମା ପବନ ଯୋଗୁଁ ଗ୍ରୀଷ୍ମ ପ୍ରଭାବ ହେଉଛି ଆଫଗାନିସ୍ତାନ , ପାାକିସ୍ତାନ , ରାଜସ୍ତାନ ରୁ ଆସୁ ଥିବା ପବନ ତାତି ମଧ୍ୟ ବଢାଉଛି । ସେହି ସବୁ ସ୍ଥାନ ରେ ତାପମାତ୍ରା 45 ଡୀଗ୍ରି ରୁ ଅଧିକ ରହୁଥିବା ବେଳେ ତାହାର ପ୍ରଭାବ ପଡୁଛି । ସ୍ଥାନିୟ ଭୈଗଳିକ ସ୍ଥିତି ବି ତାତି ବଢେଇବାରେ ସହାୟକ ହେଉଛି ।

ତେବେ ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ଓଡିଶା ରେ ଗ୍ରୀଷ୍ମ ପ୍ରଭାବ ରହିବ ଏବଂ 3 ତାରିଖ ବେଳକୁ ଓଡିଶା ର ସ୍ଥିତି ପରିବର୍ତନ ହୋଇ ପାରେ ତେବେ କାଲି ରାତି ରୁ ଦକ୍ଷିଣ ଓଡିଶା ରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ବୈଜ୍ଞ୍ୟାନିକ ଆର କେ ଜେନା ମଣି ସୂଚନା ଦେଇଛନ୍ତି ।

rain

ଆଗକୁ ଜଣା ପଡିବ କେଉଁ କେଉଁ ଜିଲ୍ଲାରେ ଏହାର ପ୍ରଭାବ ପଡିବ ବୋଲି ହେଲେ ମିଳିଥିବା ସୂଚନା ମୁତାବକ ଆସୁଛି ଏକ ଲଘୁଚାପ । ଯେଉଁଥିରେ ଲୋକଙ୍କୁ ମିଳିବ ତ୍ରାହି ଜାରି ରହିଥିବା ଗ୍ରଷ୍ମ ପ୍ରଭାବ ରେ ସାମାନ୍ୟ ମିଳିବ ଆଶ୍ୱସ୍ଥି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *