ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବର୍ଷା ଜଳର କିଛି ଚତ୍ମକାରି ଉପାୟ ବିସୟରେ ଜଣାଇବାକୁ ଯାଉଛି ଯେଉଁ ଉପାୟ ଗୋଡିକ କଲେ ଧନ ସୁଖ ସମୂଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଏବଂ ରୂଣ ଇତ୍ୟଦି ସମସ୍ୟାର ସମାଧାନ ହୋଇଥାଏ । ବନ୍ଧୁଗଣ ଏବେ ତ ବର୍ଷା ଚାଲିଛି ଏହି ବର୍ଷା ଜଳକୁ ନେଇ ଯଦି କିଛି ଉପାୟ କରନ୍ତି ତେବେ ଏହି ବର୍ଷା ଜଳ ଅନେକ ଚତ୍ମକାରି ଫଳ ଦେଇଥାଏ ଏବଂ ଦରିଦ୍ରତା ଦୁର କରିଥାଏ , ଏହି ଉପାୟ କରିବା ପରେ ଆପଣ କେବେବି ନିରାସ ହେବେ ନାହିଁ କାରଣ ବର୍ଷା ଜଳର ଏହି ଉପାୟ ଦୃଭାଗ୍ୟ କୁ ସୌଭାଗ୍ୟ ରେ ପରିଣତ କରିଥାଏ ।
ତେବେ ଆସନ୍ତୁ ଜାଣିବା ବର୍ଷା ଜଳର ସେହି ଚତ୍ମକାରି ଉପାୟ ମାନ ବିସୟରେ ଯାହାକି ସମସ୍ତ ଦୁଃଖ କଷ୍ଟକୁ ଦୂର କରି ସୁଖ ସମୂଦ୍ଧି ଆଲକ ଆଣି ଦେଇଥାଏ । ପ୍ରଥମ ଉପାୟ ଅଚାନକ ଧନ ପ୍ରାପ୍ତି ଇଚ୍ଛା ରଖିଥିବା ମନୁଷ୍ୟ ସ୍ୱାତି ନକ୍ଷେତ୍ର ଦିନ ଯଦି ବର୍ଷା ହେଉଥାଏ ତେବେ ସେହି ଦିନ ଏକ ପାତ୍ର ନେଇ ଘରର ଐସାନ୍ୟ କଣରେ ରଖିଦେବେ ଯଦି ଏହି ଐସାନ୍ୟ କଣରେ ପାତ୍ର ରଖିବାର ସୁବିଧା ନଥାଏ ତେବେ ଛାତ ଉପରେ ଅବା ତଳେ ହଉ କୌଣସି ସ୍ଥାନରେ ପାତ୍ରଟିକୁ ରଖିଦିଅନ୍ତୁ ,
ଏବଂ ସେହି ପାତ୍ର ବର୍ଷା ଜଳରେ ପୂଣ୍ଣ ହୋଇଗଲେ ସେହି ପାତ୍ରଟିକୁ ଘରର ଅଇସାନ୍ୟ କଣରେ ରଖିଦିଅନ୍ତୁ ଧ୍ୟାନ ଦେବେ ସେହି ଦୀନ ସ୍ୱାତି ନଖେତ୍ର ହୋଇଥିବ କାରଣ ଏହି ସ୍ୱାତି ନକ୍ଷେତ୍ର ରେ ଜଳ ସାମୁକା ଭତରକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ , ଏଣୁ ସ୍ୱାତି ନକ୍ଷେତ୍ର ଅତ୍ୟନ୍ତ ପବିତ୍ର ଏବଂ ଉଚ୍ଚ କୁଟିର ହୋଇଥାଏ , ଏହି ସ୍ୱାତି ନକ୍ଷେତ୍ର ର ଜଳ କୌଣସି ଏକ ବତଲରେ ପୁରାଇ ସିନ୍ଦୁକ ବା ଲକର ରେ ରଖିଦିଅନ୍ତୁ କିମ୍ବା ଦୋକାନ ବ୍ୟବସାୟର ପଇସା ଟ୍ରେରେ ରଖିଦିଅନ୍ତୁ ତେବେ ଦେଖିବେ ଏହାର ଚତ୍ମକାରିତା ,
ଏହାର ଚତ୍ମକାର ଫଳରେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ସୁଖ ସମୂଦ୍ଧି ବୃଦ୍ଧି ପାଇଥାଏ । ମାତା ଲକ୍ଷ୍ମୀ ପଶ୍ରନ ହୋଇଥାନ୍ତି ଏବଂ ଘରକୁ ସୁଖ ଶାନ୍ତି ନେଇ ପ୍ରବେଶ କରିଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।