ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆଜିର ସମୟ ରେ ବହୁତ ପରିମାଣ ରେ ଚର୍ଚ୍ଚା ରେ ରହି ଥାଏ ବଲିଉଡ ର ଏହି ଅଦାକାରା ମାନଙ୍କ ଏୟାର ପୋର୍ଟ ଲୁକ୍ । ହେଲେ କଣ ଆପଣ ମାନେ ଏହି ଠାରେ ଗୋଟିଏ କଥା କୁ ନୋଟିସ୍ କରନ୍ତି କି ଏମାନେ ବଡ ବଡ ଗଗୋଲ୍ସ ଲଗେଇ କରି ନଜର ଆସନ୍ତି । ଏହା ପଛର ରାଜ୍ କଣ କଣ ପାଇଁ ଏମାନେ ବଡ ବଡ ଗୋଗଲ୍ସ ଲଗେଇ କରି ଫୋଟ ବହୁତ ଖୁସୀ ରେ ଉଠେଇ ଥାନ୍ତି । ଏହାର କାରଣ ଏହା ଅଟେ କି ଏମାନେ ନିଜର ଚେହେରା ର କଳାଦାଗ କୁ ଲୁଚେଇ ଥାନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ୟେଉଁ ମାନେ ଉଇଦ ଆଉଟ୍ ମେକପ୍ ଭୟଙ୍କର ଲାଗି ଥାନ୍ତି ।
ପ୍ରଥମେ ଯିଏ ରହିଛନ୍ତି ସେ ହେଲେ ମଲ୍ଲାଇକା ଓରୋରା ଙ୍କ ବିଷୟ ରେ ସେ ବର୍ତମାନ ସମୟ ରେ ଗ୍ଲେମର୍ ଲାଗୁ ଥିଲେ ବି ସେ ପୂର୍ବ ସମୟ ରେ ବହୁତ ପତଳା ଏବଂ ସବୁ ସମୟ ରେ ତାଙ୍କ ମୁହଁ ରେ ଡାର୍କ ସ୍ପର୍ଟ ରହି ଥାଏ । ଏମିତି ରେ ତାଙ୍କୁ ନେଇ ବହୁତ ସମୟ ରେ କୋଣ୍ଟ୍ରଭର୍ସି ବି ହେବାକୁ ଲାଗି ଥିଲା । ହେଲେ ଆଜିର ସମୟ ରେ ସେ ନିଜର ସୁନ୍ଦରତା ଏବଂ ନିଜର ଫିଟନେସ୍ କୁ ବହୁତ ଧ୍ୟାନ ଦେଉଛନ୍ତି ।
ସେହି ପରି ବନ୍ଧୁଗଣ ସୁସ୍ମିତା ସିହଂ ଙ୍କ କଥା କହିବା ତେବେ ତାଙ୍କର ବି ବୟସ ହୋଇ ସାରିଛି 45 ବର୍ଷ ର ଏବଂ ସେ ମିସ୍ ଇନ୍ୟୁଭର୍ସ ବି ରହି ସାରିଛନ୍ତି । ହେଲେ ସେ ଆଜିର ସମୟ ରେ ସୁନ୍ଦର ଦେଖା ଜାଉ ଥିଲେ ବି ସେ ପୁରୁଣା ସମୟ ରେ ବହୁତ ବେସୁନ୍ଦର ଲାଗୁ ଥିଲେ ଏବଂ ଆଜିର ଦିନ ରେ ସେ ନିଜର । ଯୁଗ ଏବଂ ଫିଟନେସ୍ କୁ ନେଇ ବହୁତ କାମ କରିବା ପରେ ବହୁତ ସୁନ୍ଦର ଲାଗନ୍ତି ।
ସେହି ପରି ବନ୍ଧୁଗଣ ସାରା ଅଲ୍ଲୀ ଖାନ୍ ଙ୍କ କଥା କହିବା ତେବେ ସେ ଆଜିର ଦିନରେ ବହୁତ ସୁନ୍ଦର ଦେଖା ଦେଇ ଥାନ୍ତି । ଏବଂ ସେ ଆଜିର ଦିନ ରେ କେବଳ ପାର୍ଟି ଛଡା କୌଣସି ବି ସ୍ଥାନ ରେ ମେକପ୍ ର ବ୍ୟବହାର କରନ୍ତି ନାହିଁ । ହେଲେ ପୂର୍ବ ରୁ ସେ ଏତେ ନିଜର ଫିଟନେସ୍ ପ୍ରତି ଧ୍ୟନ ଦେଉ ନ ଥିଲେ । ଏବଂ ସେତେ ଖାସ୍ ବି ଦେଖା ଦେଉ ନ ଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।