ଏହି ୫ଜଣ ସ୍ତ୍ରୀ ନିଜ ସ୍ୱାମୀଙ୍କ ସହିତ ଖୁସିରେ ରହିଥାନ୍ତି,ହୋଇଥାନ୍ତି ମାଆ ଲକ୍ଷ୍ମୀଙ୍କ ପ୍ରତିମା

womens

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଆମ ଭାରତୀୟ ଶାସ୍ତ୍ର ଅନୁସାରେ ନାରୀ ଙ୍କୁ ଦେବୀ ର ଆଖ୍ୟା ଦିଆଯାଏ। ନାରୀ ମାନଙ୍କୁ ସମ୍ମାନ ଦିଆଯାଏ। ଆଜି ଆମେ ଆପଣଙ୍କୁ ସମୁଦ୍ର ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ନାରୀ ମାନଙ୍କ ୫ଟି ଲକ୍ଷଣ ବିଷୟରେ କହିବୁ।

ବନ୍ଧୁମାନେ ଜାଣନ୍ତୁ କେଉଁ ନାରୀ ହୋଇଥାନ୍ତି ସ୍ୱୟଂ ମାତା ଲକ୍ଷ୍ମୀଙ୍କ ଅବତାର ;

ଯେଉଁ ନାରୀ ଙ୍କର ବକ୍ଷ ର ବାମ ଭାଗରେ ବଡ଼ କଳାଯାଇ ଥାଏ ଏଭଳି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।ଏଭଳି ମହିଳା ମାନେ ନିଜ ସ୍ୱାମୀ ଙ୍କ ପାଇଁ ବହୁତ ଲକ୍ଷ୍ମୀମତ ହୋଇଥାନ୍ତି।

ଯେଉଁ ମହିଳା ମାନଙ୍କ ଲମ୍ବା କେଶ ରହିଥାଏ ଏଭଳି ମହିଳା ମାନେ ଘର ପାଇଁ ବହୁତ ଶୁଭ ହୋଇଥାନ୍ତି। ଏମାନଙ୍କ ଯୋଗୁଁ ଘର କୁ ଧନର ଆଗମନ ହୋଇଥାଏ।

womens

ଯେଉଁ ମହିଳାଙ୍କ ପେଟରେ ଥିବା ନାଭି ଅଧିକ ଗଭୀର ହୋଇଥାଏ ଏଭଳି ନାରୀ ଘରକୁ ଧନ କୁ ଆକର୍ଷିତ କରିଥାନ୍ତି।

ଯେଉଁ ମହିଳାଙ୍କ ପାଦ ଲମ୍ବା ଏବଂ ସେମାନଙ୍କ ଅନାମିକା ଆଙ୍ଗୁଠି ପାଦର ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ତେବେ ଏଭଳି ମହିଳା ବହୁତ ଶୁଭ ହୋଇଥାନ୍ତି ଏବଂ ଯେଉଁ ଘରେ ରୁହନ୍ତି ସେଠାରେ ଧନର ଅଭାବ ହୁଏ ନାହିଁ।

ଏହା ଛଡା ଯଦି ଆମେ ହସ୍ତ ରେଖା ଶାସ୍ତ୍ର ବିଷୟରେ ଆଲୋଚନା କରିବା ତେବେ ମହିଳାମାନଙ୍କ କ୍ଷେତ୍ରରେ ଭାଗ୍ୟ ରେଖା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଜଣେ ମହିଳାଙ୍କ ଭାଗ୍ୟ ରେଖା ହୃଦୟ ରେଖା ବା ହାତ ନାଡୀ ଠାରୁ ଆରମ୍ଭ ହୁଏ, ତେବେ ଏପରି ମହିଳାମାନେ ବିବାହ ପରେ ସ୍ୱାମୀ ଉପରେ ନିର୍ଭରଶୀଳ ରୁହନ୍ତି।

ସ୍ୱାମୀମାନେ ଏହି ମହିଳାମାନଙ୍କୁ ବହୁତ ଭଲ ପାଆନ୍ତି। ସ୍ତ୍ରୀର ସମସ୍ତ ଆବଶ୍ୟକତା ସ୍ୱାମୀ ଦ୍ୱାରା ପୂରଣ ହୁଏ। ଯେଉଁ ମହିଳାମାନଙ୍କର ଭାଗ୍ୟ ରେଖା ମଝି ରୁ ଆରମ୍ଭ ହୁଏ ସେମାନେ ଆତ୍ମନିର୍ଭରଶୀଳ ହେବାକୁ ବିଶ୍ୱାସ କରନ୍ତି।ଏହି ମହିଳାମାନଙ୍କର ଦାମ୍ପତ୍ୟ ଜୀବନ ସେତେଟା ଖୁସି ପୂର୍ଣ ନୁହେଁ।

bhabi

ଏଥିରେ ପଦ୍ମ ବିଜ୍ଞାନ ଜ୍ଞାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହା ଉପରେ ଆଧାର କରି ବ୍ୟକ୍ତିର ପ୍ରକୃତି ଏବଂ ଆଗାମୀ ସମୟ ବିଷୟରେ ସୂଚନା ମିଳିପାରିବ। ଆଜି ଆମେ ହସ୍ତ ରେଖା ଆଧାରରେ କହିବାକୁ ଯାଉଛୁ ଯେଉଁ ନାରୀ ମାନଙ୍କ ହସ୍ତ ଆଙ୍ଗୁଠି ବହୁତ ଛୋଟ ଏବଂ ବୃଦ୍ଧ ଆଙ୍ଗୁଠି ସିଧା ହୋଇଥାଏ। ସେମାନେ ଖୁବ ଲକ୍ଷ୍ମୀମତ ହୋଇଥାନ୍ତି। ଘରେ ସୁଖ ସମୃଦ୍ଧି ଆଣିଥାନ୍ତି।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *