କେବଳ ୫ ମିନିଟ ରେ ଗଳା ଫୁଲା ଏବଂ ଗଳା କଷ୍ଟ କୁ ଦୂର କରନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗଳା ରେ ସଂଙ୍କ୍ରମଣ ଏକ ସାଧାରଣ ସମସ୍ୟା ଅଟେ ପ୍ଲଟ୍ ଇନଫ୍ଲାମେସନ ବା ଗଳା ଫୋଲା ଏହା ଗଳା ରେ ସଂଙ୍କ୍ରମଣ ହେବାର ଏକ କାରଣ ହୋଇଥାଏ ପ୍ରଦ୍ୟୁଶିତ ଜଳ ଏବଂ ଖାଦ୍ୟ ଦ୍ୱାରା ଏହା ହୋଇଥାଏ ସେହି ପରି ପ୍ରଦ୍ୟୁଶିତ ବାୟୁ ରେ ବି ନିଶ୍ୱାସ ନେଲେ ଭାଇରସ ଏବଂ ବେକ୍ଟରିଆ କାରଣ ରୁ ଏମିତି ହୁଏ ।

throat infection

ତେବେ ଗଳା ରେ ସଂଙ୍କ୍ରମଣ ରୋଗ ଯେତେ ଜଲ୍ଦି ଜଣା ପଡିବ ସେତେ ଜଲ୍ଦି ଏହାର ଚିକିତ୍ସା ହୋଇ ପାରିବ , ତେବେ ଜାଣିବେ କେମିତି ଆପଣଙ୍କୁ ଗଳା ରେ ସଂଙ୍କ୍ରମଣ ହୋଇଛି ବୋଲି ତେବେ ଗଳା ରେ କଷ୍ଟ ଏବଂ ଗଳା ସର୍ ସର୍ ହେବା କିଛି ଢୋକିବା ପାଇଁ କଷ୍ଟ ହେବା ଟନସିଲ୍ ରେ ଫୁଲା ବା କଷ୍ଟ ହେବା କର୍କଷ ସ୍ୱର ହେବା ଆଜି ଅଟେ ବିଭିନ୍ନ କାରଣ ପାଇଁ ଗଳା ରେ ସଂଙ୍କ୍ରମଣ ହୋଇ ପାରେ ଭାଇରଲ ବା ବେକ୍ଟରିଆଲ ଇନ୍ଫେକ୍ସନ ପାଇଁ ବି ହୋଇ ପାରେ ।

ହେଲେ ଚିନ୍ତା କରିବାର କୈଣସି କାରଣ ନାହିଁ ଆମେ କହି ଥିବା ଉପଚାର ର ବ୍ୟବହାର କରନ୍ତୁ ଦେଖିବେ ଏହି ସମସ୍ୟା ରୁ ଦୂରେଇ ରହିବେ ତେବେ ଏହା ପାଇଁ ପ୍ରଥମେ ଆପଣ ମାନଙ୍କୁ ଗୋଲମରିଚ ଜରୁରୀ ଏହାକୁ ଭଲ ଭାବେ କୁଟି ନେବେ ଏବଂ ପରେ ଗ୍ୟାସ୍ ରେ ଏକ ଗ୍ଲାସ୍ ପାଣି ନିଅନ୍ତୁ ସେହି ଥିରେ ପାଞ୍ଚଟି ତୁଳଶୀ ପତ୍ର ପକାନ୍ତୁ ଏବଂ ପରେ ସେହି ଥିରେ କୋଟି ଥିବା ଗୋଲମରିଚ ଗୁଣ୍ଡ ପକାନ୍ତୁ ,

j

ଏବଂ ପରେ ଆପଣ ମାନେ ଏହାକୁ ଭଲ କରି ଫୁଟାନ୍ତୁ ପରେ ଆପଣ ମାନେ ସେହି ପାଣି କୁ ବାହାର କରି ଛାଣି ସେହି ଥିରେ ଏକ ଚାମଚ ମହୁ ମିଶାନ୍ତୁ ଏବଂ ଦିନ କୁ ଦୁଇ ଥର ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କ ଗଳା ରେ ସଂଙ୍କ୍ରମଣ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *