କଣ ଆପଣ କଞ୍ଚାଲଙ୍କା ଖାଉଛନ୍ତି କି । ତେବେ ଜାଣନ୍ତୁ ଏହି କଥା ।

Raw chillie

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ଲୋକଙ୍କୁ କଞ୍ଚା ଲଙ୍କା ଖାଇବା ପସନ୍ଦ ହୋଇନଥାଏ ଆଉ ତାହା ଏଥିପାଇଁ କାରଣ ସେମାଙ୍କୁ ଲାଗୁଛି ଏହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ଆଜି ଆମେ ଆପଣଙ୍କୁ କଞ୍ଚା ଲଙ୍କାର ଫାଇଦା ବିଷୟରେ କହିବୁ । ଯଦି ଆପଣ କିଛି ଦିନ ପର୍ଯ୍ୟନ୍ତ କଞ୍ଚା ଲଙ୍କା ସେବନ କରିବେ ତେବେ ଆପଣଙ୍କୁ କଣ କଣ ଫାଇଦା ହେବ । ସେମିତିରେ ଆମେ କଞ୍ଚା ଲଙ୍କାର ବ୍ୟବହାର ଭଜନରେ ରାଗ ପାଇଁ କରିଥାଉ । କିନ୍ତୁ ଏହି କଞ୍ଚା ଲଙ୍କାରେ ଏତେ ସବୁ ଫାଇଦା ଅଛି ଯାହାକୁ ଯଦି ଆପଣ ଜାଣିନେବେ ତାହାଲେ ଆପଣ ଆଜିଠାରୁ ହିଁ ଏହାର ସେବନ ଆରମ୍ଭ କରିଦେବେ ।

ତେବେ ଚାଲନ୍ତୁ ଜାଣିବା କଞ୍ଚା ଲଙ୍କାର ଫାଇଦା ବିଷୟରେ । କଞ୍ଚା ଲଙ୍କାରେ ଭିଟାମିନ A ଥାଏ ଭିଟାମିନ A ଆମ ଆଖି ପାଇଁ ବହୁତ ଭଲ ହୋଇଥାଏ । ଯଦି କାହାକୁ ବି ଆଖିର ଦୃଷ୍ଟି କମି ଜାଇଛି କିମ୍ବା ଆଖିରେ ଚସମା ଲାଗି ଯାଇଛି ତ ଏମିତି ଲୋକ ମାନଙ୍କୁ କଞ୍ଚା ଲଙ୍କାର ସେବନ ନିଶ୍ଚୟ କରିବା ଦରକାର କାରଣ ଏଥିଦ୍ୱାର ଆଖିର ଦୃଷ୍ଟି ବଢିଥାଏ ।

Raw chillies

ଏହା ବ୍ୟତିତ କାହାର ଶରୀରରେ ଯଦି ରକ୍ତର କମ ଅଛି ତ ସେମାନଙ୍କୁ ବି କଞ୍ଚା ଲଙ୍କାର ସେବନ କରିବା ଦରକାର । କାରଣ ଏଥିରେ ଆଇରନ ଭରପୁର ମାତ୍ରାରେ ଥାଏ ଆଉ ଆଇରନ ଆମ ଶରୀରର ରକ୍ତକୁ ବଢାଇ ଥାଏ । ଏମିତିରେ କଞ୍ଚା ଲଙ୍କା ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଆଇରନର ମାତ୍ରା ବହୁତ ବଢି ଯାଇଥାଏ ଏବଂ ରକ୍ତ ବଢିଥାଏ । କଞ୍ଚା ଲଙ୍କାର ସେବନ କରିବା ଦ୍ୱାରା ଆମର ରକ୍ତ ଚାପ ନିୟନ୍ତିରିତ ରହିଥାଏ ।

ଯଦି କାହାକୁ ବି ବ୍ଲଡ ପେସରର କେଉ ସମସ୍ୟା ରହିଛି ତାଙ୍କୁ କଞ୍ଚା ଲଙ୍କାର ସେବନ କରିବା ନିଶ୍ଚୟ ଦରକାର । କେବେ କେବେ ମଧୁମେହରେ ରକ୍ତ ଚାପ କମ ହୋଇଯାଏ । ତ ଏମିତିରେ ଯେଉଁ ମାନେ ମଧୁମେହରେ ପିଡିତ ଅଛନ୍ତି ଅର୍ଥାତା ଯେଉଁ ମାନଙ୍କୁ ଡାଇବେଟିସ ହେଉଛି ସେମାନଙ୍କୁ ବି କଞ୍ଚା ଲଙ୍କାର ସେବନ ନିଶ୍ଚୟ କରିବା ଦରକାର ।

chillie

କଞ୍ଚା ଲଙ୍କାରେ ଅଧିକ ବ୍ୟକାଟେରିଆ ଗୁଣ ଥାଏ ଯାହା ଶରୀରକୁ ଅଧିକ ବିମାରିରୁ ବଞ୍ଚାଇ ଥାଏ । କଞ୍ଚା ଲଙ୍କାର ସେବନ କରିବା ଦ୍ୱାରା ଆମର ହାଟ୍ ସୁସ୍ଥ ରହିଥାଏ ଆଉ ହାଟା ଟାକ୍ ର ସମସ୍ୟ ବି କମ ହୋଇଥାଏ । ତ ବନ୍ଦୁଗଣ ଏହା ଥିଲା କଞ୍ଚା ଲଙ୍କାର ଫାଇଦା ଯଦି ଆପଣ କଞ୍ଚା ଲଙ୍କା ଖାଉ ନାହାନ୍ତି ତେବେ ଆଜିଠାରୁ ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ କାରଣ ଏହା ଆମ ଶରୀରକୁ ଅଧିକ ବିମାରୀରୁ ରକ୍ଷା କରିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *