ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣୁଙ୍କୁ କହିବା ମାଛ ଖାଇବା ପରେ କେବେବି ଏହି ଦୁଇଟି ଜିନିଷ ଖାଆନ୍ତୁ ନାହିଁ ନହେଲେ ଜୀବନ ସାରା ପସ୍ତେଇବେ । ଭେଜି ଟେରିଆନ ମାନେ ହିଁ ମାଛ ଖାଇ ନଥାନ୍ତି କିନ୍ତୁ ସବୁ ନନ୍ ଭେଜିଟେରିଆନ ମାଛ ଖାଆନ୍ତି । ଯଦି ଆପଣ ମାଛ ଖାଉଛନ୍ତି ତାହାଲେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ମାଛ ଟେଷ୍ଟି ହେବା ସହିତ ହେଲଦି ହୋଇଥାଏ ସେଥିପାଇଁ ଯେଉଁ ମାନେ ମାଛ ଖାଆନ୍ତି ତାଙ୍କ ଚୁଟି ମୋଟା କଳା ଏବଂ ଲମ୍ବା ହୋଇଥାଏ ସାଥିରେ ସେମାନଙ୍କ ଆଖି ମଧ୍ୟ ସନ୍ଦର ହୋଇଥାଏ ।
ମାଛ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି ଏହା ଆମ ଶରୀର ପାଇଁ ଲାଭ କାରି ଅଟେ । ଘରେ ମାଛ ତରକାରି କରିଲା ବେଳେ କିମ୍ବା ଖାଇଲା ବେଳେ କିମ୍ବା ଖାଇଲା ପରେ କ୍ଷୀରର ସେବନ କରନ୍ତୁ ନାହିଁ । କଣ ଆପଣ ଜାଣିଛନ୍ତି ଏହା ପଛର କଣ କାରଣ ରହିଛି ତ ଚାଲନ୍ତୁ ଜାଣିବା । ନମ୍ବର 1 ପ୍ରଥମ ଜିନିଷ ଯାହାକି ମାଛ ଖାଇଲା ପରେ ଆପଣଙ୍କୁ କ୍ଷୀର ପିଇବା ଅନିଚିତ୍ । ଏହା ଦୁଇଟି ଜିନିଷ ଉପରେ ନିର୍ଭର କରିଥାଏ କି ମାଛ ଖାଇଲା ପରେ କ୍ଷୀର ଖାଇବା ଠିକ୍ କି ଭୁଲ ।
ପ୍ରଥମ ଆଇରି ବେଦ ଏବଂ ଦିତୀୟ ରୋଗ ପ୍ରତିରୋଧକ କ୍ଷମତା ଆଜି କାଲିର ଖାଇବା ପିଇବା ଉପାୟ ବଦଳି ଜାଇଛି କିନ୍ତୁ ଆପଣଙ୍କୁ ଏହା ବୁଝିବାକୁ ପଡିବ ଯେ ମନୁଷ୍ୟର ଶରୀର କେତଟି କାମ କରିଥାଏ । ଏବଂ କାହିକି ମାଛ ଏବଂ କ୍ଷୀରର କମିନେସନ କୁ ମନା କରା ଜାଇଛି ଆଇରି ବେଦ କହିଥାଏ କି ମାଛ ଖାଇବା ପରେ କ୍ଷୀର ପିଇବା ମନୁଷ୍ୟ ଶରୀରରେ କ୍ଷତିକାରକ ଶୃଷ୍ଟି କରିଥାଏ । କାରଣ କ୍ଷୀର ଶରୀରକୁ ଥଣ୍ଡା କରାଇଥାଏ ଏବଂ ମାଛ ଶରୀରକୁ ଗରମ କରାଇ ଥାଏ ।
ଏମିତିରେ ଦୁଇଟି ଜାକ ସେବନ କେଲେ ଏଥିରୁ ବାହାରୁ ଥିବା ଉର୍ଜା ଶରୀର କୁ କ୍ଷତି ପହଞ୍ଚାଇ ଥାଏ । ଦିତୀୟରେ ମାଛ ଖାଇଲା ପରେ ଦହିର ସେବନ କରନ୍ତୁ ନାହିଁ । ମାଛ ଶରୀର କୁ ଗରମ କରିଥାଏ ଏବଂ ଦହି ଶରୀରକୁ ଥଣ୍ଡା କରଥାଏ । ଦୁଇଟି ଜିନିଷକୁ ସାଥିରେ ଖାଇଲେ ଶରୀରରେ ବାହାରୁ ଥିବା ଉର୍ଜା ଶରୀରକୁ କ୍ଷତି ପହଞ୍ଚାଇ ଥାଏ ।
ଏବଂ ଏହା ଆପଣଙ୍କର ହେଲେଥ ଆଉ ସ୍କ୍ରିନ ଉପରେ ଇଫେଡ୍ ପକାଇଥାଏ । ତା ସହିତ ତଚା ସମ୍ବଧିତ ରୋଗ ହୋଇଥାଏ ବା ଧଳା ଦାଗ ସହିତ ପେଟରେ ଏସିଡିଟି ସମସ୍ୟା ମଧ୍ୟ ହୋଇଥାଏ । ସେଥି ପାଇଁ ଧ୍ୟାନ ରଖନ୍ତୁ ଏହିଁ ଦୁଇଟି ମଧ୍ୟରେ 20 ରୁ 24 ଘଣ୍ଟା ପ୍ରାତକ୍ଷ ରଥନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।