( ମହିଳା ମାନେ ) ରାତିରେ ଶୋଇବା ପୂର୍ବରୁ କରନ୍ତୁନି ଏହି ( ୮ଟି କାମ ) Odia Bayagita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ଶୋଇବା ପୂର୍ବରୁ ରାତିରେ କରିବେ ନାହିଁ ,ଏହି ସାତଟି କାର୍ଯ୍ୟ ଗୋଟିଏ ସ୍ତ୍ରୀ କିମ୍ବା ଗୋଟିଏ ଝିଅ ନିଜର ସବୁ କିଛି ଛାଡି ଅନ୍ୟ ଏକ ଅଜମା ପୁଅର ହାତ ଧରି ବାହାଘର ପରେ ଗୋଟିଏ ପବିତ୍ର ବନ୍ଧନରେ ବାନ୍ଧୀହୋଇ ଗୋଟିଏ ଘରର ଗୃହ ଲକ୍ଷ୍ମୀ ସାଜିଥାଏ । ଗୃହ ଲକ୍ଷ୍ମୀର ଆକ୍ଷ୍ୟ ଦିଆଜାଇ ଥିବା ଏହି ସ୍ତ୍ରୀ ଘରେ ମଧ୍ୟରେ କରୁଥିବା ପ୍ରତେକ କର୍ଯ୍ୟର ଶୁଭ ଏବଂ ଅଶୁଭ ପ୍ରଭାବ ଘର ଉପରେ ପଡିଥାଏ ।

ଆପଣ ନିଶ୍ଚିନ୍ତ ଜାଣିଥିବେ ଗୋଟେ ଝିଅ ଘରକୁ ସର୍ଗ ନଚେତ ନର୍କ କର ଦେଇଥାଏ । ଘରର ସ୍ତ୍ରୀ ଅଜାଣତ ରେ କରୁଥିବା ଏହି କେତଟି କାର୍ଯ୍ୟ ତାଙ୍କ ସୋଇବା ପୂର୍ବରୁ ଭୁଲୁ କରିବା ସେମାନଙ୍କର ଜୀବନ ଏବଂ ସେମାନଙ୍କର ଘର ପରିବାରକୁ ନଷ୍ଟ କରିବା ସହିତ ସ୍ୱାମୀର ଉନ୍ନତିରେ ବାଧା ଶୃଷ୍ଟି କରିଥାଏ । ଯାହାକି ଦରିଦ୍ରତା ଏବଂ ପାପ ଏବଂ ଆପଣଙ୍କର କରଜ ବଢିବାର କାରଣ ହୋଇଥାଏ ।

women

ତେବେ ଆଜି ଆମେ ଜାଣିବା ସ୍ତ୍ରୀ ଶୋଇବା ପୂର୍ବରୁ ଏହି କାର୍ଯ୍ୟ କରିବା କେତେ ଭୟଙ୍କର ହୋଇଥାଏ । ପ୍ରଥମରେ ନାରୀଙ୍କୁ ରାତିରେ ଶୋଇବା ପୂର୍ବରୁ ନିଜର ଶରୀରରେ କୌଣସି ପ୍ରକାର ତେଲର ପ୍ରୟଗ ବା ତେଲର ବ୍ୟବହାର ନିଜ ଶରୀରରେ କରିବା ଅନୁଚିତ ହୋଇଥାଏ । ଏହି ସମୟ ନାକାର୍ତ୍ମକ ଶକ୍ତିର ମାନଙ୍କର ସମୟ ହୋଇଥାଏ । ଏହିଁସମୟରେ ତେଲର ବ୍ୟବହାର କରିବା ଦ୍ୱାରା ବୃହସ୍ପତି ଗ୍ରହ ଅସାନ୍ତି ହୋଇଥାଏ ।

ଦିତୀୟରେ ରାତି ସମୟରେ ଘରର ସ୍ତ୍ରୀ କୁ ଦହି କ୍ଷୀର ନିଜେ ସେବନ କରିବା ନା ଘରର ଅନ୍ୟ ସଦସ୍ୟଙ୍କୁ ସେବନ କରିବା ପାଇଁ ଦେବା ଉଚିତ୍ ହୋଇ ନଥାଏ । ତୃତୀୟରେ ସ୍ତ୍ରୀ ମାନଙ୍କୁ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରୁ ଅଳଙ୍କାର କାଢିବା ସ୍ତ୍ରୀ ଙ୍କୁ ଅପବିତ୍ରତା କରିଥାଏ । ଏପରି କରିବା ଦ୍ୱାରା ସ୍ତ୍ରୀ ନିଜର ସ୍ନମାନ ହାନିର କାରଣ ହୋଇଥାଏ ।

ଚତୃର୍ଥ ରେ କୌଣସି ସ୍ତ୍ରୀ କିମ୍ବା ମହିଳାଙ୍କୁ ଶୋଇବା ପୂର୍ବରୁ ନିଜର ଶରୀରରେ ସୁଗନ୍ଧୀତ ଉପାଦନ କିମ୍ବା ସୁଗନ୍ଧୀତ ଫୁଲର ବ୍ୟବହାର କରନ୍ତୁ ନାହିଁ । ଏହାପରେ ରାତିରେ ଘର ମଧ୍ୟରେ କୌଣସି ଅଇଠା ଲାଗୀଥିବା ବାସନ କିମ୍ବା ନ ଧୁଆ ହୋଇଥିବା ବାସନ ରାତି ସାରା ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରରେ ମାତା ଲକ୍ଷ୍ମୀ ଅସାନ୍ତ ହୁଅନ୍ତି ଏବଂ ସେହି ଘର ମଧ୍ୟରୁ ମାତା ଲକ୍ଷ୍ମୀଙ୍କର ବାସ ଉଠିଜାଇ ଥାଏ ।

bhabi

ଯାହା ଫଳରେ ଧନ ଜନିତ ସମସ୍ୟା ଧନହାନି ଏବଂ ଉନ୍ନତିରେ ବାଧା ଶୃଷ୍ଟି ହୋଇଥାଏ । ଏହା ପରେ ହେଉଛି କୌଣସି ସ୍ତ୍ରୀ ଙ୍କୁ ରାତିରେ ସମ୍ପୁର୍ଣ୍ଣ ନଗ୍ନ ବା ନିଜର ନିଜର ମୁଣ୍ଡ ଚୁଟି ଖଲି ଶୋଇବା ଅନୁଚିତ ହୋଇଥାଏ । ଏହାର ପ୍ରଭାବ ସେମାନଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ତେଣୁ କଦାବି ରାତିରେ ଶୋଇବା ସମୟରେ କୌଣସି ସ୍ତ୍ରୀ ନିଜର ଶରୀରକୁ ସମ୍ପୁର୍ଣ୍ଣ ନଗ୍ନ ଏବଂ ନିଜର ମୁଣ୍ଡ ଚୁଟି ଖଲିକି ସୁଅନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *