ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବଲିଉଡ ର ଷ୍ଟାର ମାନେ ନିଜର ଦାମୀ ଡ୍ରେସ୍ ସହିତ ନିଜର ଦାମୀ ସୈକ୍ କୁ ପୂରଣ କରିବା ପାଇଁ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଯେତେ ବେଳେ ଏମାନଙ୍କୁ କେବେ ବି କୈଣସି ଭୀକାରି ସାହାଯ୍ୟ ମାଗି ଥାଏ ତେବେ ସେହି ସମୟ ରେ ଏମାନଙ୍କ ପାଖରେ ଟଙ୍କା ଟିଏ ଦେବା ପାଇଁ ନ ଥାଏ । ସେହି ଲୋକ ମାନେ ଷ୍ଟାର୍ ମାନଙ୍କୁ କାନ୍ଧି କାନ୍ଧି ଭୀକ ମାଗି ରହି ଥାନ୍ତି । ହେଲେ ଏମାନେ କେବେ ବି ଏମାନଙ୍କ ଉପରେ ଦା କରନ୍ତି ନାହିଁ ।
ସେମିତି ରେ ଆମେ ମାନେ ଆପଣ ମାନଙ୍କୁ ସେମିତି ହିଁ କଳାକାର ଙ୍କ ବିଷୟ ରେ କହିବୁ ୟେଉଁ ମାନେ ନିଜ ସୈକ୍ ରେ ଗୋଟିଏ ଦିନ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଥାନ୍ତି । ହେଲେ ଭୀକାରୀ ମାନଙ୍କୁ ଦେବା ପାଇଁ ଗୋଟିଏ ଟଙ୍କା ବି ନ ଥାଏ । ପ୍ରଥମେ ରହିଛନ୍ତି । ମଲ୍ଲାଇକା ଓରୋରା । ଆଇଟମ୍ ସଙ୍ଗ୍ ରେ ଫେମସ୍ ହୋଇ ଥିବା ମଲ୍ଲାଇକା ଓରୋରା ଆଜି ଫିଲ୍ମ ରେ ନଜର ଆସନ୍ତି ନାହିଁ ।
ହେଲେ ତାଙ୍କ ପାଖରେ ଆଜି ବି ଟଙ୍କା ର କମି ନାହିଁ । ହେଲେ ସେ ନିଜର ପଇସା କୁ ଦିନ ସାରା କେବଳ ଫାଲ୍ତୁ ଅଭ୍ୟାସ ରେ ଖର୍ଚ୍ଚ କରି ଥାନ୍ତି ଯେମିତି 5 ଷ୍ଟାର ହୋଟେଲ୍ ରେ ଖାଇବା ଏବଂ ନିଜର ଦାମୀ ବାର୍ ରେ ନିଜର ସଂନ୍ଧ୍ୟା ରଙ୍ଗୀନ୍ ରେ କରିବାରେ ଲାଗନ୍ତି । ହେଲେ ସେହି ପରି କ୍ଷେତ୍ର ରେ କେବେ ବି କୈଣସି ଭୀକାରୀ ତାଙ୍କୁ ଭୀକ ମାଗି ଥାଏ ତେବେ ସେ ସେମାନଙ୍କୁ କେବେ ବି ଗୋଟିଏ ଟଙ୍କା ଦିଅନ୍ତି ନାହିଁ ।
ଦୁଇ ରେ ରହିଛନ୍ତି । ରଣବୀର କୋପୁର । ବଲିଉଡ ରେ କୋପୁର ଖାନଦାନ୍ ର ସନ୍ ରଣବୀର କୋପୁର ଆଜିର ଦିନ ରେ ଫିଲ୍ମ ରେ କାମ କରି ଗୋଟିଏ ଆଲିସାନ୍ ଜିବନ ବିତାଉଛନ୍ତି । ଏବଂ ନିଜର ଟଙ୍କା ସେ ନିଜର ସୈକ୍ ପାଇଁ ହିଁ ସବୁ ସମୟ ରେ ଉଡେଇ ଥାନ୍ତି । ଯେମିତି କି ଦାମୀ କପଡା ଜୁତା ଏବଂ ସାଙ୍ଗ ମାନଙ୍କ ସହିତ ମିଶି କରି ସେ ପାର୍ଟି କରି ଥାନ୍ତି ସବୁ ସମୟ ରେ ହେଲେ ତାଙ୍କ ପାଖରେ କେବେ ବି ଭୀକାରୀ ଙ୍କୁ ଟଙ୍କା ଟିଏ ଦେବା ପାଇଁ ରହି ନ ଥାଏ ।
ଅନନ୍ୟା ପାଣ୍ଡେ । ବନ୍ଧୁଗଣ ଚଙ୍କି ପାଣ୍ଡେ ବହୁତ ଦୟାଦାର ମଣିଷ ହୋଇ ଥିବା ବେଳେ ତାଙ୍କର ଝିଅ ଅନନ୍ୟା ପାଣ୍ଡେ ବି ଜଣେ ଅଟନ୍ତି ଯିଏ କି ବର୍ତମାନ ସମୟ ରେ କିଛି ଫିଲ୍ କରି ଅନ୍ୟ ହିରୋଇନ୍ ମାନଙ୍କୁ ଟକ୍କର ଦେଇଛନ୍ତି । ଏବଂ ସେ ବର୍ତମାନ ସମୟ ରେ ବହୁତ ସୈକ୍ ବାନ୍ ହୋଇ ଥିବା ବେଳେ ବି କେବେ ବି ସେ କୈଣସି ଭୀକାରୀ ମାନଙ୍କୁ ସାହାଯ୍ୟ କରନ୍ତି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।