ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ୍ୟ ରୁ ଆଉ କିଛି ନୂଆ ରିପୋର୍ଟ ଜାରି ହୋଇଛି କି ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ଲାଗି ରହିବ କାଳବୈଶାଖୀ ର ପ୍ରଭାବ ତେବେ ଆଜି ପାଇଁ ବି 17 ଟି ଜିଲ୍ଲା ରେ ବିଜୁଳୀ ଘଡଘଡି ପାଇଁ ସତର୍କ ବାଣୀ ଦିଆ ଜାଇଛି , ତେବେ ସେହି ଜିଲ୍ଲା ଗୁଡିକ କଣ କଣ ରହିଛି ପାଣି ପାଗ ବିଭାଗ ର ସୂଚନା ସଂମ୍ପର୍ଣ୍ଣ ଭାବେ ଜାଣି ନେବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।
ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ଲାଗି ରହିବ କାଳବୈଶାଖୀ ର ପ୍ରଭାବ ତେବେ ବିଜୁଳୀ ଘଡଘଡି ସହିତ ବର୍ଷା ପବନ ହେବ ବୋଲି ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ ,
ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରଣିୟ ଜିଲ୍ଲା ରେ ବିଜୁଳୀ ଘଡଘଡି ସହିତ ବର୍ଷା ପବନ ବି ହୋଇ ପାରେ ତେବେ ଆସନ୍ତା 24 ଘଣ୍ଟା ପାଇଁ 17 ଟି ଜିଲ୍ଲା ରେ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ଆଉ ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା କଟକ, ଜଗତସିହ ପୁର କେନ୍ଧୁଝର , ଢେଙ୍କାନାଳ , ମୟୁରଭଞୀ , ଗଞାମ୍ , ଗଜପତି , ଖୋର୍ଦ୍ଧା ,କନ୍ଧମାଳ ,ଏବଂ ନୟାଗଡ , କୋରାପୁଟ୍ , ଗଜପତି , ନୂଆପଡା ଆଦି ଜିଲ୍ଲା ରେ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଏହି ପରି ଭାବେ କାଳବୈସାଖୀ ଜନିତ ବର୍ଷା ହେବାର ରହିଛି ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର , ତେବେ ଏହି ମଧ୍ୟ ରୁ ଆପଣ ମାନଙ୍କ ଜିଲ୍ଲା କେଉଁଠୀ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟକରି ଜଣେଇ ଦେବେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।