ସାବଧାନ – ଏହି 3ଟି ଲକ୍ଷଣ ଥିଲେ ଶିଘ୍ର କରନ୍ତୁ ଟେଷ୍ଟ , ନ ହେଲେ ଚାଲିଯିବ ଜୀବନ । Dr . Kartik Joshi

ଦିନକୁ ଦିନ କରୋନା ଜନିତି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସାରା ବିଶ୍ୱ ଚିନ୍ତିତ। କରୋନାକୁ ପ୍ରତିହତ କରିବା ପରି କୌଣସି ରାମବାଣ ଔଷଧ ଏଯାଏ ବାହାରି ପାରିନାହିଁ। ଦିନକୁ ଦିନ କରୋନା ତା’ର ରୂପ ବଦଳାଇ ଚାଲିଥିବାରୁ ଚିନ୍ତାରେ ପଡିଛନ୍ତି ଗବେଷକମାନେ। ନିକଟରେ ପୁଣି କରୋନର ଆଉ କେତେକ ନୂଆ ଲକ୍ଷଣ ସାମ୍ନାକୁ ଆସିଛି।  ଯାହାଫଳରେ କରୋନାକୁ ବୁଝିବାକୁ ଅଧିକ ସମୟ ଲାଗିବା ସହିତ ଅଧିକ କଷ୍ଟସାଧ୍ୟ ହୋଇପଡୁଛି ।

ତେବେ ଡାକ୍ତରଙ୍କ ମତରେ ଯଦି ଆମେ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ରୋଗ ଆରମ୍ଭ ହେବା ମାତ୍ରେ ଏହା ବିଷୟରେ ସଚେତନ ହୋଇ ଏହାର ନିରା କରଣ କରିବା , ତେବେ ମୃତ୍ୟୁର ଭୟ ଅନେକ ମାତ୍ରାରେ କମ ହୋଇଯାଏ ଥାଏ । ତେବେ ଆମ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଏମିତି କେଉଁ ଲକ୍ଷଣ ସବୁ ଦେଖା ଦେଲେ ଆମକୁ ଟେଷ୍ଟ କରାଇବା ଆବଶ୍ୟକ । ଚାଲନ୍ତୁ ଏ ବିଷୟରେ କଣ କୁହନ୍ତି ଡାକ୍ତର ଜାଣି ନେବା ।

coran

ତେବେ ଡାକ୍ତରଙ୍କ ମତରେ ଯଦି ଆପଣଙ୍କ ଦେହରେ ଏହି ସବୁ ଲକ୍ଷଣ 2ରୁ 3 ଦିନ ପର୍ଯ୍ୟନ୍ତ ଲାଗି ରହୁଛି , ତେବେ ଆପଣଙ୍କୁ ଶିଘ୍ର ଟେଷ୍ଟ କରାଇବାର ଆବଶ୍ୟକ ରହିଛି । ଏହି ପୋଷ୍ଟରେ ଆମେ ଆପଣଙ୍କୁ ସେହି ସବୁ ଲକ୍ଷଣ ବିଷୟରେ କହିବୁ , ଯାହା ଆପଣଙ୍କ ପାଖରେ ଯଦି ଦେଖା ଦେଇଥାଏ , ତେବେ ଶିଘ୍ର ଆପଣଙ୍କୁ ଟେଷ୍ଟ କରାଇବା ଆବଶ୍ୟକ ।

ତେବେ ପ୍ରଥମେ ଜାଣି ରଖନ୍ତୁ ଯେ ସାଧାରଣ ଥଣ୍ଡା ଜ୍ୱରର ଜାହା ଲକ୍ଷଣ କ-ରୋ-ନାର ବି ଲକ୍ଷଣ ବିଲକିଲ ସମାନ । କ-ରୋ-ନାର ସାଧାରଣ ଲକ୍ଷଣ ମଧ୍ୟରେ ଶୁଖିଲା କାସ , କ୍ଳାନ୍ତ ଲାଗିବା ଓ ଜ୍ୱର ହେବା ହେଉଛି ପ୍ରାଥମିକ ଲକ୍ଷଣ । ଏହାକୁ ଛାଡିଲା ଅନ୍ୟ କିଛି ଲକ୍ଷଣ ରହିଛି ଜାହା ସମସ୍ତଙ୍କ ପାଖେ ଦେଖା ଦିଏନି , ଯେମିତିକି ମୁଣ୍ଡ ବିନ୍ଧା , ତଣ୍ଟି ଦରଜ , ପତଳା ଝାଡା , ସ୍ୱାଦ ନ ଲାଗିବା ଭଳି ଆହୁରି ଦୁଇ 3 ଟି ଲକ୍ଷଣ ରହିଛି ।

child1

ଯଦି ଉପରୋକ୍ତ ଲକ୍ଷଣ ମଧ୍ୟରୁ କୌଣସି ଲକ୍ଷଣ ଆପଣଙ୍କ ଶରୀରରେ ଦୁଇରୁ 3 ଦିନ ପର୍ଯ୍ୟନ୍ତ ଲାଗି ରହୁଛି , ତେବେ ଆପଣ 104 ସରକାରୀ କୋ-ଭି-ଡ ସହାୟତା ନମ୍ୱରକୁ କଲ କରି ଡାକ୍ତରଙ୍କ ସହ ପରାମର୍ଶ ନେଇ ଟେଷ୍ଟ କରାଇ ପାରିବେ । ସହୁଠୁ ବଡ କଥା ହେୁଛି ଯଦି ଏହି ପରି ସମୟରେ ଆପଣଙ୍କୁ ଜ୍ୱର କିମ୍ୱା ଥଣ୍ଡା ହେଉଛି , ତେବେ ଏହା କରୋନାର ଲକ୍ଷଣ ହୋଇପାରେ ।

ପ୍ରତିଦିନ ଡାକ୍ତରି ଟିପ୍ସ , ରୋଗରୁ ରକ୍ଷା ପାଇବାର ଉପାୟ ବିଷୟରେ ପଢିବା ପାଇଁ ଏବେହିଁ ଗୋଟିଏ ଲାଇକ କରିବା ସହ , ଉପର ଫଲୋ ବଟନରେ ନିଶ୍ଚୟ କ୍ଲିକ କରନ୍ତୁ ।

ବିଶେଷ ସୁଚନା – ଉପରୋକ୍ତ ତଥ୍ୟ ଗୁଡିକ କେବଳ ସୁଚନା ନିମିନ୍ତ ଉଦ୍ଧିଷ୍ଟ , କୌଣସି କାର୍ଯ୍ୟ କରିବା ପୁର୍ବରୁ ଡାକ୍ତରଙ୍କର ପରାମର୍ଶ ନେବାକୁ ଆମେ ଜଣାଉଛୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *