କ-ରୋ-ନା କେବେ ବି ହେବ ନାହିଁ, କରନ୍ତୁ ଏହି ଗୋଟିଏ ଛୋଟିଆ କାମ, ଆଜି ହିଁ ଜାଣି ରଖନ୍ତୁ- Dr. Ashis

ama-newsa

ବର୍ତ୍ତମାନ କରୋନା ମହାମାରୀର ଭୟଙ୍କର କୋପ ହେତୁ ଦେଶର ସ୍ଥିତି ବହୁତ ଖରାପ ହୋଇଛି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଅତି ତୀବ୍ର ଗତିରେ ସଂକ୍ରମଣ ହେଉଛି

ହଜାର ହଜାର ଲୋକଙ୍କର ପ୍ରାଣ ନେଇ ସାରିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ଦେଶରେ ଆକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ବନ୍ଧୁଗଣ ଏହି ଭାଇରସଟି ସିଧା ସଳଖ ଫୁସଫୁସକୁ କ୍ଷତି ପହଞ୍ଚାଉଛି । ଯାହାଫଳରେ ଲୋକ ମାନଙ୍କୁ ନିଶ୍ଵାସ ନେବାରେ ବହୁତ ଅସୁବିଧା ହେଉଛି । କରୋନାରେ ଆକ୍ରାନ୍ତ ହେବା ପରେ ୨୫ ପ୍ରତିଶତ ଲୋକଙ୍କର ଫୁସଫୁସ ଜନିତ ସମସ୍ୟା ଦେଖାଦେଉଛି ।

ତେବେ ଡାକ୍ତରଙ୍କର କହିବା ମୁତାବକ ଯଦି ଆମେ ଅଳ୍ପ କେତକ ସର୍ତକତା କୁ ମାନି ଚଳିବା , ତେବେ କେବେବି ଆମ ପାଖ ମାଡିବନି କରୋନା । ଆସନ୍ତୁ ଜାଣିନେବା ଏମିତି କଣ ସବୁ ଛୋଟ ଛୋଟ ପଦକ୍ଷେପ ଜାହାକୁ ଗ୍ରହଣ କଲେ , ଆମକୁ କେବେବି ହେବ ନାହିଁ ଏହି ମାରାତ୍ମକ ବେମାରୀ ଏହି ବିଷୟରେ କଣ କୁହନ୍ତି ଡକ୍ଟ କେପି ଅଗ୍ରୱାଲ ଆସନ୍ତୁ ଜାଣିନେବା ।

Honey and basil leaves

କରୋନାରୁ ରକ୍ଷା ପାଇବାର ସବୁଠୁ ବଡ ଓ ଚତ୍ମକାର ଉପାୟ ହେଉଛି ଜନ ଗଳିଠୁ ଦୁରରେ ରହିବା । ଯଦି ଆମେ ଜନ ଗହଳି କିମ୍ୱା ସଂକ୍ରମିତ ଲୋକଙ୍କ ସଂପ୍ରସରେ ନ ଆସିବା , ତେବେ ଆମକୁ କ-ରୋ-ନା ହେବାର ଭୟ ଯମାବି ରହିବ ନାହିଁ  ଏହି ରୋଗ କେବଳ ଜଣଙ୍କ ଠାରୁ ଅନ୍ୟ ଜଣକୁ ପ୍ରଭାହିତ ହୋଇଥାଏ , ତେଣୁ ଯଦି ଆମେ କାହା ସଂପର୍ଶରେ ନ ଆସିବା , ତେବେ ଏହା ହେବାର ଭୟ ବିଲକୁଲ କମିଯିବ ।

ଦ୍ୱୀତିୟ ଉପାୟ ହେଉଛି ନିଜର ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି କରିବା । ଆପଣ ମାନେ ସମସ୍ତେ ଝାଣିଥିବେ କି ଯଦି ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ , ତେବେ ଆମେ ଯେତି ବି ବଡ ରୋଗରେ ପଡିଲେ ବି ଏହା ଆମ ଶରୀରକୁ ତାହା କବଳରୁ ରକ୍ଷା କରିଥାଏ । ତେଣୁ ସବୁବେଳେ ସତେଜ ପନିପରିବା ଓ ରୋଗ ପ୍ରତିଶୋଧକ ଆଦି ଖାଇବା ଦ୍ୱାରା ଆମ ରୋଗ ପ୍ରତି ରୋଧକ ବଢିଯିବ । ଯାହା ନିଶ୍ଚିନ୍ତ ରୁପେ ଆମକୁ କରୋନାରୁ ରକ୍ଷା କରିବ ।

ବନ୍ଧୁଗଣ ଏହି ସମୟରେ ଆପଣ ଆମିଷ ଓ ତେଲ ମସଲା ଜାତୀୟ ଖାଦ୍ୟର ଅତ୍ୟଧିକ ସେବନ ନକରି ଫଳ ଏବଂ ସବୁଜ ପନିପରିବା ଆଦିର ସେବନ କରନ୍ତୁ । ଏହା ଆପଣଙ୍କ ଫୁସଫୁସର ଅମ୍ଳଜାନ ସ୍ତର ବଢେଇବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣ ପ୍ରତିଦିନ ସଖାଳ ସମୟରେ ଯୋଗ ଓ ବାୟମ ଆଦି ନିଶ୍ଚୟ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ହେବ ଓ ଆପଣଙ୍କ ଫୁସଫୁସ ମଝବୁତ ହେବ ।

ସବୁ ଡକ୍ଟରଙ୍କ ଠାରୁ ସୁରକ୍ଷୀତ ଏବଂ ଡାକ୍ତର ଟିପ୍ସ ବିଷୟରେ ତଥ୍ୟ ପାଇବାକୁ ଚାହୁଁଥିଲେ , ନିଶ୍ଚୟ ଗୋଟିଏ ଲାଇକ କରି ଦିଅନ୍ତୁ । ଗୋଟିଏ ଲାଇକ କରିବା ଫଲରେ ଆପଣଙ୍କ ଜୀବନ କୋଭିଡ ଭାଇରସରୁ ରକ୍ଷା ପାଇ ଜାଇପାରେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *