ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଅ ମାନେ ସବୁ ବେଳେ ଝିଅ ମାନଙ୍କ ପଛରେ ଗୋଡାନ୍ତି ହେଲେ ଆପଣ ଚାହୁଁଛନ୍ତି କି ଝିଅ ମାନେ ଆପଣଙ୍କ ପଛରେ ଗଡାନ୍ତୁ ବୋଲି ନିଜ ପଟରୁ ଆସି କଥା ହେବା ଆରମ୍ଭ କରୁ ବୋଲି ଆଖ ପାଖ ର ସବୁ ଝିଅ ମାନେ ଆପଣଙ୍କୁ ପସନ୍ଦ କରନ୍ତୁ ବୋଲି ତେବେ ଆମେ ଆଜି ଆପଣ ମାନଙ୍କୁ ତିନୋଟି ଟିପ୍ସ ଦେବୁ ଜାହା କରିବା ପରେ ପରେ ଆପଣ ମାନଙ୍କ ପଛରେ ଝିଅ ଗୋଡାଇବେ ।
ତେବେ ଏହି ଥିରେ ପ୍ରଥମେ ହେଲା ଝିଅ ର ଆଟେନ୍ସନ ନିଜ ଆଡକୁ ଆଣିବା ପାଇଁ ଚେଷ୍ଟା କରନ୍ତୁ , ଝିଅ ଆପଣଙ୍କ ସହିତ ସେତେ ବେଳେ କଥା ହେବାକୁ ଆସିବ ଯେତେ ବେଳେ ଝିଅ ଆପଣଙ୍କୁ ନୋଟିସ୍ କରିବ , ହେଲେ ଏଠାରେ ଆପଣ ମାନଙ୍କୁ ଏମିତି କିଛି କରିବା ପାଇଁ ପଡିବ ଜାହା ପାଇଁ ଝିଅ ଆପଣଙ୍କୁ ନୋଟିସ୍ କରିବ । ତେବେ ଏହା ପାଇଁ ସିମ୍ପଲ କାମ ହେଲା ନିଜକୁ ଆଟ୍ରାକ୍ଟିଭ୍ କରିବା ପାଇଁ ପଡିବ ଏବଂ ଝିଅ ସାମ୍ନା ରେ ସବୁ ଦିନ ଯିବା ଆସିବା କରିବା ପାଇଁ ପଡିବ ଯେମିତି ତା ନଜର ଆପଣଙ୍କ ଉପରେ ପଡିବ , ଯଦି ଆପଣଙ୍କର ଭଲ ଫିଟନେସ୍ ରହିଛି ଏବଂ ଲିକ୍ସ ବି ରହିଛି ତେବେ ଝିଅ ନିଜେ ବୁଲି ବୁଲି ଚାହାଁଣୀ ମାରିବା ଆରମ୍ଭ କରିବ ।
ସେହି ପରି ଆପଣ ମାନଙ୍କୁ ସାଇକୋଲଜି ଫେକ୍ସ ଆପଣେଇବା ପାଇଁ ପଡିବ ମାନେ ଯଦି ଝିଅ ଆପଣ ମାନଙ୍କୁ ଏମିତି ସବୁ ଇସାରା ଦେଉଛି ତେବେ ସେହି ଝିଅ ଆପଣଙ୍କୁ ପସନ୍ଦ କରୁଛୁ ଏବେ ଆପଣ ମାନେ ତାଙ୍କର ପ୍ରଶଂସା ଅନ୍ୟ କାହା ଦ୍ୱାରା କରାଅ ତା ସାଙ୍ଗ ତାକୁ କହୁ କି ବାଇକ୍ ରେ ଯେଉଁ ଟୋକା ଜାଉଛି ସେ କେବେ ହେଣ୍ଡସମ୍ ଲାଗୁଛି ଏମିତି ଅନେକ ପ୍ରଶଂସା କରିବା ଦ୍ୱାରା ତାର ନଜର ରେ ଆପଣ ଆହୁରୀ ପାଖକୁ ଆସିଯିବେ ।
ଏବଂ ପରେ ଆପଣ ମାନଙ୍କୁ କଣ କରିବା ପାଇଁ ପଡିବ ନା ଆପଣଙ୍କ ତରଫ ରୁ ଥରେ କେବଳ ଝିଅ ସହିତ କଥା ହେବାକୁ ପଡିବ ଏଠାରେ 99 ପ୍ରତିଶତ ଚାନ୍ସ ରହିଛି ଏହା ପରେ ତୁମେ କଥା ନ ହେଲେ ବି ଝିଅ ନିଜେ ଆସି କଥା ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।