ବାସଙ୍ଗ ଗଛର ଆୟୁର୍ବେଦିକ ଗୁଣ ଏବଂ ତାହାର ଚିକିତ୍ସା ପ୍ରଣାଳୀ ।

basnga

ବସଙ୍ଗକୁ ଡାକ୍ତରୀ ଭାଷାରେ ଅଧାଚେଡ କୁହାଯାଏ ଏବଂ ସଂସ୍କୃତ ଭାଷାରେ ଏହାକୁ ବୁଷଢ଼ ମାତା ବୃକ୍ଷ, ସିଂହ ପୂର୍ଣ୍ଣ , ବାସକ, ସିଂହିକା, ସିଂହ ପୋଛି , ବୀଜା ଦନ୍ତୀ ପ୍ରଭୃତି କହିଥାନ୍ତି । ଏହି ଗଛ ସାଧାରଣତଃ ସବୁଆଡେ ଦେଖିବାକୁ ମିଳିଥାଏ ।ଏହାର ଫଳ ସୁକ୍ନ ବର୍ଣ୍ଣ ର। ଏହାର ଗଛ ଅଳ୍ପ ଶ୍ୱେତ ବର୍ଣ୍ଣ ର ଦେଖାଯାଏ ଏବଂ କୃଷ୍ଣ ବର୍ଣ୍ଣ ପତ୍ର ଶିରା ଯୁକ୍ତ ହୋଇଥାଏ । ସରୁ ପତ୍ର ବିଶିଷ୍ଟ ବସଂଗ ସେତେ ଅଧିକ ଉପକାରୀ ନୁହେଁ । ଏହି ବାସଂଗ ର ଆୟୁର୍ବେଦିକ ଗୁଣ କଣ ରହିଛି ଆସନ୍ତୁ ଜାଣିବା । ବାସଂଗ ତିକ୍ତ,କଷାୟ ରସ,ସର ବର୍ଦ୍ଧକ , ବାୟୁ ଜନକ , ହୃଦୟ ଗ୍ରାହି , ଶିତ ବୀର୍ଯ୍ୟ ଏବଂ ଏହା କାଶ , ବାତ, ରକ୍ତ ପିତ, ଜ୍ବର , ବାମନ ,ପର୍ମେହ,କୃଷ୍ଣ , କ୍ଷୟ ପ୍ରଭୃତି ରୋଗ କୁ ଦୂର କରିଥାଏ ।bas

ଏହି ବାସଂଗ ର ଆୟୁର୍ବେଦିକ ଚିକିତ୍ସା କିପରି ରହିଛି ଆସନ୍ତୁ ଜାଣିବା । ବାସଂଗ ରସ ରେ ସମ ପରିମାଣରେ ମହୁ ମିଶାଇ ଆପଣ ଯଦି ତାହାକୁ ୭ ଦିନ ପର୍ଯ୍ୟନ୍ତ ସେବନ କରିବେ ତାହେଲେ ଆପଣଙ୍କ ରକ୍ତ ପିତ, ବାତ, ଜ୍ବର,ସ୍ତ୍ରୀ ମାନଙ୍କ ଉଦରସ୍ତ ବାୟୁ ବିନାଶ , କ୍ଷୟ ପ୍ରଭୃତି ରୋଗ ସବୁ ଦୂର ହୋଇଥାଏ ।

କୌଣସି ଏକ ଘା ହୋଇଥିବା ସ୍ଥାନରେ ଚୂନ ଦେଇ ସେହି ଘା ଉପରେ ପାଟି ବାନ୍ଧିଲେ ସେହି ଘା ବହୁତ୍ କମ୍ ଦିନରେ ଭଲ ହୋଇଥାଏ ।ବାସଂଗ ଗଛର ଦରକୁଟା ପଚାଙ୍ଗ କୁ ଜଳରେ ସିଝାଇ ଅଷ୍ଟାବସେସ ସିଦ୍ଧ ଜଳ ସହ ମହୁ କୁ ମିଶାଇ କିଛି ଦିନ ପର୍ଯ୍ୟନ୍ତ ସେବନ କଲେ ଯାବତୀୟ କ୍ଷୟ , କାଶ ,ଶ୍ୱାସ ,ଅରୁଚି,ବାୟୁ ଜନକ , ହୃଦୟ ଗ୍ରାହି , ଶିତ ବୀର୍ଯ୍ୟ ଏବଂ ଏହା କାଶ , ବାତ, ରକ୍ତ ପିତ, ଜ୍ବର , ବାମନ ,ପର୍ମେହ,କୃଷ୍ଣ , କ୍ଷୟ ପ୍ରଭୃତି ରୋଗ କୁ ଦୂର କରିଥାଏ । ଏହାର ରସ କୁ ନାକ ରେ ପକାଇଲେ ପଳିସ ରୋଗ ଭଲ ହୁଏ ।basnga

ଆସନ୍ତୁ ଜାଣିବା କଣ ଏହାର କଣ ରହିଛି ତାନ୍ତ୍ରିକ ଚିକିତ୍ସା ପ୍ରଣାଳୀ । ପଞ୍ଚମୀ ଦିନ ଏହାର ମୂଳ କୁ ଆଣି ନିମନ୍ତି ଅଷ୍ଟଧାତୁ ଦେଉଁରିଆ ମଧ୍ୟରେ ପୁରାଇ ଏକୋଇସା ରେ ହାତରେ ପିନ୍ଧିଲେ ସବୁ ପ୍ରକାରର ରୋଗ ବିନାଶକ ପାଇଥାଏ । ଶନି ବାର କିମ୍ବା ରବିବାର ଦିନ ଏହି ଗଛ ର ଚେର କୁ ଗୋପନରେ ଆଣି ନଅ ଖିଅ ସୂତା ଦ୍ଵାରା ଛୋଟ ପିଲା ମାନଙ୍କ ବେକରେ ପିନ୍ଧିଆଲେ ସେମାନଙ୍କ ଯାବତୀୟ ପ୍ରକାରର ରୋଗର ବିନାଶ ହୋଇଥାଏ ।ଏଭଳି ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ପାଇଁ ଆମକୁ ଲାଇକ୍ ଏବଂ ଫଲୋ କରନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *