ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ।
ଆପଣ ମାନେ ଏହା ଦେଖିଥିବେ କି ସାଧୁ ସନ୍ଥ ମାନେ ଆମକୁ ଯେଉଁ ପାଣି ଦିଅନ୍ତି ସେହି ପାଣି ରେ ତୁଳସୀ ର ପତ୍ର ମିସିଥାଏ ଏବଂ ବହୁତ୍ ସାରା ଲୋକ ମାନେ ଏହାକୁ ମାଆ ବୋଲି କହିଥାନ୍ତି ।ବହୁତ୍ ଲୋକ ମାନେ ମଧ୍ୟ ଏହି କଥା ର ମଜା ଉଦେଇଥାନ୍ତି । ଆପଣ ମାନେ ଚିନ୍ତା କରନ୍ତୁ କି ଯଦି ଏକ ତୁଳସୀ ଆମର ସର୍ଦ୍ଦି ,କ୍ୟାନ୍ସର ଏବଂ ଚୁଟି ଝଡ଼ିବା ସମସ୍ୟା କୁ ଦୂର କରିପାରି ଥାଏ ତାହେଲେ ତାହାକୁ ମାଆ କହିବାରେ ଆସୁବିଧା କଣ ।
ପୁରୁଣା ଯୁଗ ର ଲୋକ ମାନଙ୍କୁ ଏହି ତୁଳସୀ ର ଔଷଧୀୟ ଗୁଣ ବିଷୟରେ ବହୁତ୍ କିଛି ଜଣା ଥିଲା ସେଥିପାଇଁ ସେମାନେ ନିଜ ଘର ଆଗରେ ଏହି ତୁଳସୀ ଗଛ କୁ ଲଗାଉ ଥିଲେ । ଧର୍ମ ରେ କୁହାଯାଇଥିବା କଥା ସବୁ କୁ ଅନ୍ଧ ବିଶ୍ବାସ ନା ମାନି ଏହା ପଛରେ ଥିବା ବିଜ୍ଞାନ କୁ ଦେଖନ୍ତୁ । ତେବେ ଆଜି ଆପଣ ମନ୍ନଙ୍କୁ ଏହି ତୁଳସୀ ବିଷୟରେ କିଛି କହିବୁ ଯାହା କି ଆପଣ ମାନଙ୍କୁ ଜଣା ନାହିଁ ,ଯେମିତିକି ତୁଳସୀ କୁ ଘର ଆଗରେ କାହିଁକି ଲଗାଯାଇଥାଏ ,ଏହି ତୁଳସୀ କୁ ମାଆ ବୋଲି କାହିଁକି କୁହାଯାଇଥାଏ । ଆଜି ଆମେ ଆପଣଙ୍କୁ ଏହି ତୁଳସୀ ଗଛ ର ଏପରି କିଛି ରୋଚକ ଔଷଧୀୟ ଗୁଣ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ମଧ୍ୟ ନିଜ ଘର ଆଗରେ ଏହି ତୁଳସୀ ଗଛ କୁ ଲଗାଇବେ । ବନ୍ଧୁଗଣ ଏହି ତୁଳସୀ ଗଛ ନିକଟରେ ମଶା ରୁହନ୍ତି ନାହିଁ କି କୌଣସି ପ୍ରକାରର ବ୍ୟାକ୍ଟେରିଆ ରୁହନ୍ତି ନାହିଁ ।
ଏଥିପାଇଁ ଏହି ତୁଳସୀ କୁ ଘର ସାମ୍ନା ରେ ଲଗାଯାଇଥାଏ କାହିଁକି ନା ଏହା ଦ୍ଵାରା ଘରେ ବ୍ୟାକ୍ଟେରିଆ ତଥା ମଶା ମାନେ ପ୍ରବେଶ କରନ୍ତି ନାହିଁ । ଯଦି ଏକ ତମ୍ବା ପାତ୍ର ରେ କିଛି ପାଣି ରଖି ସେଥିରେ ତୁଳସୀ ପତ୍ର କୁ ପକାଇ ଲେ ତାହା ୮ ଘଣ୍ଟା ପରେ ଅମୃତ ହୋଇଯାଇଥାଏ । ଏହି ତୁଳସୀ ପତ୍ର କୁ ଆପଣ ନ ଚୋବେଇ ସକାଳୁ ଖାଲି ପେଟରେ ଏହାର ୨ ରୁ ୩ ପତ୍ର କୁ ଗିଳି ଦିଅନ୍ତୁ ।ଯଦି ଆପଣ ପ୍ରତିଦିନ ଏହିପରି ଏହାର ସେବନ କରିବେ ତାହେଲେ ଆପଣ ଅନେକ ପ୍ରକାରର ରୋଗ ଦୂର ହୋଇଯିବ ।ଯଦି ଆପଣଙ୍କ ଶ୍ୱାସ ଜନିତ ସମସ୍ୟା ଥିବା ତାହେଲେ ତାହା ବହୁତ୍ ଶୀଘ୍ର ଭଲ ହୋଇଯିବ।
ଯଦି ଯଦି ଆପଣଙ୍କୁ ଡେଙ୍ଗୁ ହୋଇଛି ଆପଣ ନିଜ ଶରୀର ର କୋଷ କୁ ବଢ଼ାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଦିନକୁ ଦୁଇ ରୁ ତିନି ଥର ତୁଳସୀ ପତ୍ର କଢ଼ା ପ୍ରସ୍ତୁତ କରି ସେବନ କରି ପାରିବେ । ତୁଳସୀ ପତ୍ର ରସ କୁଆହୁ ସହ ମିଶାଇ ସେବନ କଲେ ଆପଣଙ୍କ ଯେ କୌଣସି ପ୍ରକାରର ଜ୍ବର ହୋଇଥିଲେ ବି ଭଲ ହୋଇଯିବ । ଏହାର ପ୍ରତିଦିନ ସେବନ କରିବା ଦ୍ଵାରା ଆପଣ କ୍ୟାନ୍ସର ଭଳି ମାରାତ୍ମକ ରୋଗ ମୁ ମଧ୍ୟ ଦୂର ରେ ରହିବେ ଏବଂ ଯଦି ଆପଣଙ୍କ ଚୁଟି ଉପୁଦୁଚି ତାହେଲେ ଏହାର ସେବନ କରିବା ଦ୍ୱାରା ଏହା ଆପଣଙ୍କ ଚୁଟି କୁ ମୂଳ ରୁ ଶକ୍ତ କରିଥାଏ ।
ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ। ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ।