ମଧୁମେହ ପାଇଁ କଳା ଜିରା ବହୁତ ମହତ୍ୱପୂର୍ଣ୍ଣ ଅଟେ,ଓ ଅଧୁମେହ ଦ୍ବାରା ଯେଉଁ ଅନ୍ୟ ଅଙ୍ଗ କ୍ଷତି ହୋଇଥାଏ ଏହା ତା ଠାରୁ ମଧ୍ୟ ଉପକାର ଦେଇଥାଏ।ଆସନ୍ତୁ ଜାଣିବା କଳା ଜିରା କିପରି ଆମକୁ ଏହି ରୋଗ ମାନଙ୍କ ଠାରୁ ବଞ୍ଚାଇ ଥାଏ।ଭାରତୀୟ ରୋଷେଇ ଶାଳା ରେ ମସଲା ର ଅଧିକ ମହତ୍ୱ ଅଛି।ଏହା କେବଳ ସ୍ୱାଦ ସହିତ ଶରୀର ପାଇଁ ମଧ୍ୟ ଅନେକ ଫାଇଦା ଦେଇଥାଏ।ମସାଲା ନିଜେ ଆମ ପାଇଁ ଅନେକ ଓସଦ ର କାମ କରିଥାଏ।ଏହି ମସାଲା ମାନଙ୍କ ମଧ୍ୟରେ ଅନ୍ୟତମ କଳା ଜିରା ଅଟେ।ପ୍ରତିଦିନ ମାତ୍ର ୨ ଗ୍ରାମ କଳା ଜିରା ଖାଇବା ଦ୍ବାରା ଏହା ମଧୁମେହ କୁ ଭଲ କରିଥାଏ।ଏହା ଶରୀର ପାଇଁ ସବୁ ଅଙ୍ଗ ପାଇଁ ବିଶେଷ ରୂପରେ ଲାଭ ଦେଇଥାଏ।ଆଜି ଆମେ ଏହା ଦ୍ବାରା ହେଉଥିବା ଲାଭ ବିଷୟରେ କହିବୁ।
କଳା ଜିରା ୨ ପ୍ରକାର ମଧୁମେହ କୁ ନିୟନ୍ତ୍ରଣ କଟିଥାଏ
୧-ଏହା ଅଧିକ ଇନସୁଲିଂ ନିର୍ମାଣ କରିଥାଏ।ଯାହାକୁ ଶରୀରରେ ଥିବା ଗ୍ଲୁକୋଚ୍ ସହଜରେ ଗ୍ରହଣ କରିଦେଇଥାଏ।ଏପରି ଏହା ମଧ୍ୟରେ ଥିବା ଥାୟୋମୋକ୍ସିନାଁନ ଯୋଗୁ ହୋଇଥାଏ।ଯାହା ଦ୍ବାରା ଶରୀରରେ ରକ୍ତ ଶର୍କରା ର ମାତ୍ର କମ ହୋଇଥାଏ।
୨- Advanced Glycation end Products ଯାହା ସିଧା ସବୁ ରୋଗର କାରଣ ହୋଇଥାଏ ଓ ବିଶେଷ କରି ମଧୁମେହ , ଏହା କିଡିନ ଓ ଲିଭର କୁ ଅଧିକ କ୍ଷତି ପହଂଚାଇଥାଏ। କଳା ଜିରା ସିଧା Advanced Glycation end Products ତିଆରି ହେବାକୁ ବନ୍ଦ କରି ଏହି ରୋଗ ମାନଙ୍କ ଠୁ ବଞ୍ଚାଇ ଥାଏ।ଏହି କଳା ଜିରା ଦ୍ବାରା ବିଶେଷ କରି ମଧୁମେହ ଦ୍ବାରା ହୋଇଥିବା ଆଖି ରେ ମୋତିଆବିନ୍ଦୁ ଓ ଦୃଷ୍ଟି ଶକ୍ତି କମ କୁ ଭଲ କରିଥାଏ।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।