ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜଣେଇବୁ କି ଧନ ଆସିବାର ଏବଂ ଜୀବନ ରେ ପରିବର୍ତନ ଆସିବାର ଝିଟିପିଟି କେଉଁ ସବୁ ସଂଙ୍କେତ ଦେଇଥାଏ ସେହି ବିଷୟ ରେ ଏବଂ ଏହା ସହିତ ଝିଟିପିଟି ଦେଖିବା ପରେ ଝିଟିପିଟି ଉପରେ କେଉଁ ଜିନିଷ ପକେଇଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ସେହି ବିଷୟ ରେ ଜାଣିନେବା । ସେମିତି ରେ ଘରେ ଝିଟିପିଟି ଦେଖିବା ଏକ ସାଧାରଣ କଥା ବୋଲି ମାନିଥାନ୍ତି ହେଲେ କୌଣସି ଘରେ ଏହି ଝିଟିପିଟି ମରିଯିବା ବହୁତ ବଡ ଦୋଷ ଲାଗେ ବୋଲି କୁହା ଜାଇଥାଏ ସେହିଥି ପାଇଁ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ ବରଂ ସେହି ମରି ଜାଇଥିବା ଝିଟିପିଟି କୁ ତୁରନ୍ତ ମାଟି ଖୋଳି ପୋତି ଦିଅନ୍ତୁ ।
ଏହା ଦ୍ୱାରା ଆପଣ ମାନଙ୍କୁ ଜିବ ହତ୍ୟା ଦୋଷ ରୁ ମୁକ୍ତି ମିଳିବ ଏବଂ ମାତା ଲକ୍ଷ୍ମୀ ବି ଆପଣ ମାନଙ୍କ ଉପରେ ରୁଷ୍ଟ ହୁଅନ୍ତୁ ନାହିଁ ବନ୍ଧୁଗଣ ଆପଣ ମାନେ ଖାଦ୍ୟ ଖାଉ ଥିବା ସମୟ ରେ ଯଦି କୌଣସି ଝିଟିପିଟି ର ଶବ୍ଦ ସୁଣନ୍ତି ତେବେ ଏହା ବହୁତ ବଡ ଶୁଭ ସଂଙ୍କେତ ହୋଇଥାଏ । ଏହା ଆପଣ ମାନଙ୍କ ଜୀବନ ରେ ଅଚାନକ ଧନ ପ୍ରାପ୍ତି ର ସଂଙ୍କେତ ବି ଦେଇଥାଏ , ବନ୍ଧୁଗଣ କୌଣସି ସମୟ ରେ ଆପଣ ମାନେ ଝିଟିପିଟି ଙ୍କର ସମାଗମ ଦେଖନ୍ତି ତେବେ ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ଭେଟିବେ ।
ସେହି ପରି ବନ୍ଧୁଗଣ ଆପଣଙ୍କ ସ୍ୱପ୍ନ ରେ ଯଦି ମଲା ଝିଟିପିଟି ଦେଖନ୍ତି ଏହା ଅଶୁଭ ସଂଙ୍କେତ ହୋଇଥାଏ ଅବା ଜୀବନ ରେ ବଡ କଷ୍ଟ ପାଇ ପାରନ୍ତି , ଜାହାକୁ ଆପଣ କଳ୍ପନା ବି କରି ନଥିବେ , ତେବେ ଖାଇବା ସମୟ ରେ ଝିଟିପିଟି ଦେଖିବା ଶୁଭ ଅଟେ ହେଲେ ଖାଇବା ସମୟ ରେ ଝିଟିପିଟି ଆପଣଙ୍କ ପାଦ ଉପରକୁ ଆସିଥାଏ ତେବେ ଆପଣ ମାନଙ୍କୁ କୌଣସି ବଡ ଧରଣ ର ସମସ୍ୟା ବା ରୋଗ ହେବାକୁ ଜାଉଛି ବୋଲି ଜାଣନ୍ତୁ ।
ସେହି ପରି କାନ୍ଥ ରେ ଆପଣ ମାନେ ସକାଳୁ ଉଠି ଝିଟିପିଟି ଦେଖନନ୍ତି ତେବେ ଦୁଇଟି ଅରୁଆ ଚାଉଳ ରୁଆ ତାହା ଉପର କୁ ପକେଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ ଧନ ସଂମ୍ପତୀ ପୂର୍ଣ୍ଣ ହୋଇଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।